ଉତ୍ତମ ବ୍ୟବସାୟ ଏବଂ ଧନ ପାଇଁ ଅଫିସ ଡ଼ିଜାଇନିଂ

ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲ୍ କୁ ମେଲ୍ ହୋଇଯିବ I 

ଫଟୋ ବା ଲିଙ୍କ ରେ କ୍ଲିକ କରନ୍ତୁ , ପେମେଣ୍ଟ କରନ୍ତୁ, ଅନଲାଇନ ଅର୍ଡର କରନ୍ତୁ ଏବଂ ଡାଉନଲୋଡ କରନ୍ତୁ



 ଏହି ବହିରେ ରହିଛି  

  • ଅଫିସ ବା ଫ୍ୟାକ୍ଟ୍ରି ପାଇଁ ଜମି 
  • ଅଫିସ ର ପ୍ରବେଶ ବା ମୁଖ୍ୟ ଦ୍ୱାର, 
  • ସ୍ୱାଗତ କକ୍ଷ ବା ରିସିପସନ, 
  • ମାଲିକ ବା ନିର୍ଦ୍ଦେଶକଙ୍କ ଚାମ୍ବର, 
  • ଅନ୍ୟ ମାନଙ୍କ ବସିବାର ବ୍ୟବସ୍ଥା, 
  • ଆକାଉଣ୍ଟ୍ ବିଭାଗ, 
  • ଡେସ୍କ ଏବଂ ଟେବୁଲ୍ ପାଇଁ ବ୍ୟବସ୍ଥା, 
  • ସମ୍ମିଳନୀ କକ୍ଷ / ସଭା ଗୃହ, 
  • ଅଫିସ ରେ ୱାଶରୁମ୍ ବ୍ୟବସ୍ଥା, 
  • ଅଫିସ ରେ କ୍ୟାଣ୍ଟିନ ପାଇଁ ବ୍ୟବସ୍ଥା, 
  • ଅଫିସ ପାଇଁ ରଙ୍ଗ, 
  • ଅଫିସ ରେ ଉଦ୍ଭିଦ ରଖିବା ପାଇଁ ଟିପ୍ସ, 
  • ଅଫିସ ସାଜସଜା ପାଇଁ ଟିପ୍ସ, 
  • ଅଫିସ ରେ ପାହାଚ ବା ସିଡ଼ି ପାଇଁ ବ୍ୟବସ୍ଥା, 
  • ଘରେ ଅଫିସ ବା ୱାର୍କ ଫ୍ରମ ହୋମ ପାଇଁ ଟିପ୍ସ, 
  • ସାଧାରଣ ଦୋଷ ତ୍ରୁଟି ଓ ପ୍ରତିକାର.



ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 





Previous Next

نموذج الاتصال