ଇଚ୍ଛାମୁତାବକ ସନ୍ତାନ ଓ ପିତାମାତାଙ୍କ ଭୂମିକା

ଏହି ପୁସ୍ତକରେ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଛି 

  • କିପରି ଏକ ଉତ୍ତମ ସନ୍ତାନ କୁ ପିତାମାତା ଜନ୍ମ ଦେବେ 
  • ସନ୍ତାନ ଗର୍ଭଧାରଣ ପୂର୍ବରୁ ପିତାମାତାଙ୍କ ପ୍ରସ୍ତୁତି 
  • ପିଲାର ଜନ୍ମ ପୂର୍ବରୁ ଶାରୀରିକ ଓ ମାନସିକ ପ୍ରସ୍ତୁତି 
  • ଶାସ୍ତ୍ରକାର ଓ ଆଧୁନିକ ମତ ଅନୁସାରେ ସହବାସର ସମୟ
  • ସନ୍ତାନ ଗର୍ଭାଶୟରେ ଥିବା ଅବସ୍ଥାରେ ପିତାମାତାଙ୍କ ଦାଇତ୍ୱ
  • ସନ୍ତାନ ଜନ୍ମ ହେବା ପରେ ପିତାମାତାଙ୍କ କର୍ତବ୍ୟ  
  • ସନ୍ତାନର ଚରିତ୍ର ନିର୍ମାଣ
  • ଚରିତ୍ର ନିର୍ମାଣ ସକାଶେ ଆଚାରିକ ଶିକ୍ଷା
  • ପିଲାମାନଙ୍କ ସହିତ ବ୍ୟବହାର
  • ପିଲାମାନଙ୍କର ଶକ୍ତିର ବିକାଶ କରିବା କିପରି
  • ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା
  • ପିଲାମାନଙ୍କୁ ଜୀବନ ସମ୍ପର୍କରେ ଜଣାନ୍ତୁ
  • ପିଲାମାନଙ୍କ ପାଇଁ ପବିତ୍ର ବାତାବରଣ
  • ସନ୍ତାନକୁ ଆଦର୍ଶ କରନ୍ତୁ 
  • କିପରି ପିତାମାତା ଚାହିଁଲେ ମନପସନ୍ଦ ର ସନ୍ତାନ ଦେଇପାରିବେ 

ଏହି ପୁସ୍ତକରେ ଏପରି ଅନେକ ଯୁକ୍ତି, ଉଦାହରଣ ଏବଂ ବୈଜ୍ଞାନିକ ପୃଷ୍ଟଭୁମି କୁ ଲକ୍ଷ୍ୟ ରଖି ଆଲୋଚନା କରାଯାଇଛି ଯାହା ପାଠକଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଯେଉଁମାନେ ଏକ ଆଦର୍ଶ, ଆଜ୍ଞାକାରୀ, ମନପସନ୍ଦ ଆଉ ଉତ୍ତମ ସନ୍ତାନ ଚାହୁଁଛନ୍ତି ସେମାନେ ଏହାକୁ ନିଶ୍ଚୟ ପଢନ୍ତୁ ଏହା ଆପଣଙ୍କ ପାଇଁ ଅନେକାଂଶରେ ଉପାଦେୟ ହେବ ।


ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.    
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ. କିମ୍ବା ଏହି ନମ୍ବରରେ(9238568825) ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 



Previous Next

نموذج الاتصال