ଆମ ଆଇନ୍ କଣ କହୁଛି

ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I 


ଏହି ବହିରେ ରହିଛି 
  • ସଂବିଧାନ କ'ଣ?           
  • ନାଗରିକ ମାନଙ୍କ ଅଧିକାର 
  • ନାଗରିକଙ୍କ କର୍ତ୍ତବ୍ୟ କ'ଣ?
  • ମାନବ ଅଧିକାର କ'ଣ?
  • ଅପରାଧ କ'ଣ?
  • ଆଇନ ଅନୁସାରେ ଦଣ୍ଡ କ'ଣ?
  • ତରୁଣଙ୍କ ପାଇଁ ଆଇନ ବ୍ୟବସ୍ଥା କ'ଣ?
  • ପୋଲିସର କାର୍ଯ୍ୟ କ’ଣ?
  • ବାଳ ଅପରାଧର କାରଣ କ'ଣ?
  • ଗିରଫ କ'ଣ?
  • ତଲାସୀ ୱାରେଣ୍ଟ କେତେବେଳେ ଜାରି କରାଯାଏ?
  • ଅପରାଧ ଘଟିଲେ କ'ଣ କରିବେ?
  • ମିଥ୍ୟା ସାକ୍ଷ୍ୟ ପାଇଁ ଆଇନ ବ୍ୟବସ୍ଥା କ'ଣ?
  • ଭାରତୀୟ ସାକ୍ଷ୍ୟ ଆଇନ କ'ଣ?
  • ହିନ୍ଦୁ ଆଇନ କ'ଣ?
  • ଭରଣ ପୋଷଣ ଅର୍ଥ କ'ଣ?
  • ପୋଷ୍ୟ ପୁତ୍ର ବା କନ୍ୟା ଗ୍ରହଣ ନିୟମ କ'ଣ?
  • ସ୍ତ୍ରୀ ର ଭରଣ ପୋଷଣ ଅଧିକାର କ'ଣ?
  • ବିବାହ ବିଛେଦ 
  • ବୈବାହିକ ଜୀବନରେ ଅପରାଧ କ'ଣ?
  • ସମ୍ପତ୍ତି ବଣ୍ଟନ କିପରି ହେବ?
  • ମୁସଲିମ ଆଇନ କ'ଣ?
  • ଯୌତୁକ ନିରୋଧ ଆଇନ କ'ଣ?
  • ପାରିବାରିକ ଅଦାଲତ କ'ଣ?
  • ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ କ'ଣ?
  • ଦୁର୍ନୀତି ନିବାରଣ ଆଇନ କ’ଣ?
  • ଖାଉଟି ସୁରକ୍ଷା ଆଇନ କ'ଣ?
  • ସର୍ବସାଧାରଣଙ୍କ ଶାନ୍ତିଭଙ୍ଗ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା 
  • ସମ୍ମାନ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା 
  • ଠକଙ୍କ ପାଇଁ ଆଇନଗତ ବ୍ୟବସ୍ଥା କ'ଣ?
  • ଇଚ୍ଛାପତ୍ର ବା ଉଇଲ କ'ଣ?
  • ଅପହରଣ, ବଳାତ୍କାର, ଦାସତ୍ୱ, ବେଠି ଆଦି ପାଇଁ ଆଇନଗତ ବ୍ୟବସ୍ଥା କ'ଣ?
  • ମୋଟରଯାନ ଆଇନ କ'ଣ?
  • ରେଳବାଇ ଆଇନ କ'ଣ?
  • ଶ୍ରମିକ ଓ ଶ୍ରମ ବିଷୟକ ଆଇନ କ'ଣ?
  • ଅସ୍ତ୍ରଶସ୍ତ୍ର ରଖିବାରେ ଆଇନଗତ ବ୍ୟବସ୍ଥା କ'ଣ?
  • ଅବକାରୀ ଆଇନ କ'ଣ? 
  • ନିର୍ବାଚନ ସମ୍ପର୍କୀୟ ଅପରାଧ କ'ଣ?
  • ଜଙ୍ଗଲ ଜାତ ଦ୍ରବ୍ୟ କ'ଣ?
  • ଜଳସେଚନ ପ୍ରତି ଆଇନ ବ୍ୟବସ୍ଥା କ'ଣ?
  • ସରକାରୀ କର୍ମଚାରୀଙ୍କୁ ଧମକ ଦେବା ପାଇଁ ଦଣ୍ଡ ବ୍ୟବସ୍ଥା
  • ପୋଲିସରେ ଏତଲା ଦେବେ କିପରି?
  • ଏବଂ ଆହୁରି ଅନେକ ଟପିକ, 



ଇ-ବୁକ୍(pdf) ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
    


ପ୍ରିଣ୍ଟ କପି କେମିତି କରିବେ

ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ /- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I


    


ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I 


ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I 






Previous Next

نموذج الاتصال