ୱେବ୍ ଡେଭଲପମେଣ୍ଟ୍ କ୍ଲାସ୍ (ବିନା କୋଡ଼ିଙ୍ଗ୍ ରେ)

 ୱେବ୍ ଡେଭଲପମେଣ୍ଟ୍ କ୍ଲାସ୍ (ବିନା କୋଡ଼ିଙ୍ଗ୍ ରେ) - ମାତ୍ର 499/- ଟଙ୍କା 


    ଏହି କ୍ଲାସରେ କିପରି ବିନା କୋଡ଼ିଙ୍ଗରେ ୱାର୍ଡପ୍ରେସ୍ ମାଧ୍ୟମରେ ୱେବ୍ ଡେଭଲପମେଣ୍ଟ୍ କରାଯାଇପାରିବ ତାହା ସୁନ୍ଦର ସରଳ ଓଡ଼ିଆ ଭାଷାରେ ବୁଝା ଯାଇଛି ଯାହା ଫଳରେ ଆପଣ ଏହାକୁ ଶିଖି ନିଜର କିମ୍ବା ଅନ୍ୟ ମାନଙ୍କର ୱେବ୍ ସାଇଟ୍ ଡିଜାଇନ୍ କରି ପାରିବେ.

ଏଥିରେ ରହିଛି 

  • ଡୋମେନ୍ ନାମ କଣ ଓ ଏହାକୁ କେମିତି କିଣିବେ 
  • ହୋଷ୍ଟିଙ୍ଗ୍ କଣ ଏବଂ ଏହାକୁ କେମିତି କିଣିବେ 
  • ଡୋମେନ୍ ଓ ହୋଷ୍ଟିଙ୍ଗ୍ କୁ କେମିତି ଲିଙ୍କ୍ କରିବେ 
  • ଡାଟାବେସ୍ କେମିତି ତିଆରି କରିବେ 
  • ୱାର୍ଡପ୍ରେସ୍ କେମିତି ଇନଷ୍ଟଲ୍ କରିବେ 
  • ୱାର୍ଡପ୍ରେସ୍ କେମିତି ୱେବ୍ ସାଇଟ୍ ସହ ଲିଙ୍କ୍ କରିବେ 
  • କେମିତି ୱେବ୍ ସାଇଟ୍ ଲୁକ୍ ଡିଜାଇନ୍ କରିବେ 
  • ମେନୁବାର୍, ସାଇଟ୍ ବାର୍, ହେଡ଼ର୍, ଫୁଟର୍ କେମିତି ଡିଜାଇନ୍ ହେବ 
  • ପ୍ଲଗିନ୍ କଣ ଓ ଏହାକୁ କେମିତି ବ୍ୟବହାର କରିବେ ଇତ୍ୟାଦି 


نموذج الاتصال