ସମ୍ପୂର୍ଣ୍ଣ ପଞ୍ଚାୟତ ନିୟମ ଓ କାମ (୬ଟି ବହି)

 



ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
     ଏହା ସବୁ ଇ-ବୁକ୍ ଅଟେ, "ଗ୍ରାମପଞ୍ଚାୟତ ଓ ଲୋକଙ୍କ କ୍ଷମତା, ପଞ୍ଚାୟତ ସମିତି ଓ ସମିତି ସଭ୍ୟଙ୍କ କ୍ଷମତା, ୱାର୍ଡମେମ୍ବର ଦାଇତ୍ୱ ଓ କ୍ଷମତା, ସରକାରୀ ଯୋଜନା ଓ ହିତାଧିକାରୀ" ଏହା ସହ "ସୂଚନା ଅଧିକାର ଆଇନ ଓ ଆମ ଆଇନ କ'ଣ କହୁଛି" ମୋଟ ୬ଗୋଟି ଇ-ବୁକ୍ ଆପଣ ଅର୍ଡର କରିପାରିବେ. ଏହାକୁ ଅର୍ଡର୍ କରିବାକୁ ସେହି ବହିର ଫଟୋରେ କ୍ଲିକ୍ କରନ୍ତୁ ଏବଂ ଏହି ବହିରେ ଥିବା ବିଷୟ ଓ ସୂଚିପତ୍ର ଦେଖନ୍ତୁ, ତା' ପରେ ବହିକୁ ଅର୍ଡର କରନ୍ତୁ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ. କିମ୍ବା ଏହି ନମ୍ବରରେ(9238568825) ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 


Previous Next

نموذج الاتصال