ପାରିବାରିକ ସମସ୍ୟା ଓ ନିବାରଣ



ଏହି ବହିରେ ରହିଛି 

  • ଯେପରି ପିତା ସେପରି ପରିବାର 
  • ମିଳିତ ପରିବାରର ଲାଭ 
  • ଆର୍ଥିକ ଓ ସାମାଜିକ ଲାଭ 
  • ପାରିବାରିକ ପ୍ରଜାତନ୍ତ୍ର 
  • ପିତା ଓ ପୁତ୍ରର ସମ୍ପର୍କ 
  • ପୁତ୍ର ପିତା ଠାରୁ କ'ଣ ଶିଖିଥାଏ 
  • ମା' ର ପ୍ରଭାବ 
  • ଭାଇ-ଭାଇ ର ବ୍ୟବହାର 
  • ସନ୍ତାନ ସହିତ ବ୍ୟବହାର 
  • ପାରିବାରିକ ମନୋରଞ୍ଜନ 
  • ମିତ୍ରତାର ଆବଶ୍ୟକତା 
  • ଜୀବନର ଆବଶ୍ୟକ କାର୍ଯ୍ୟ 
  • ଆମର ଉତ୍ସବ ତଥା ପର୍ବ 
  • ମୁର୍ଖତା ପୁର୍ଣ ଅଭ୍ୟାସ ରୁ ନିବୃତ  
  • ପାରିବାରିକ କଳହର ନିବାରଣ 
  • ନଣନ୍ଦ - ଭାଉଜ ଝଗଡା 
  • ବୃଦ୍ଧ ମାନଙ୍କ ଚିଡିଚିଡାପଣ
  • ଯୁବକ ମାନଙ୍କ ସମସ୍ୟା 
  • କୁସଙ୍ଗ ର ଭୟାନକ ପ୍ରଭାବ 
  • ସୁଖୀ ଓ ଶାନ୍ତିମୟ  ଗୃହସ୍ଥ ଜୀବନ 
  • ନିୟନ୍ତ୍ରଣର ଆବଶ୍ୟକତା 
  • ସ୍ୱାଧ୍ୟାୟ ର ଆବଶ୍ୟକତା 


ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ. କିମ୍ବା ଏହି ନମ୍ବରରେ(9238568825) ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 


Previous Next

نموذج الاتصال