ଗ୍ରାମପଞ୍ଚାୟତ ଓ ଲୋକଙ୍କ କ୍ଷମତା

ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I  


ଏହି ବହିରେ ରହିଛି  

  • ଗ୍ରାମପଞ୍ଚାୟତ ଆଇନ କ'ଣ 
  • ୭୩ତମ ସମ୍ବିଧାନ ସଂଶୋଧନ ଆଇନ୍

  • ପଞ୍ଚାୟତିରାଜ ଅନୁଷ୍ଠାନକୁ ପ୍ରଦନ ୨୯ଟି ବିଷୟ
  • ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା
  • ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା 
  • ଅନୁସୂଚିତ ଜାତି (SC) ଓ ଜନଜାତି ବର୍ଗ (ST)ର ଓ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା
  • ଗ୍ରାମପଞ୍ଚାୟତର କ୍ଷମତା ଓ ଦାୟିତ୍ୱ
  • ଗ୍ରାମପଞ୍ଚାୟତ ସ୍ଥାୟୀ କମିଟି
  • ସରପଞ୍ଚଙ୍କ କ୍ଷମତା ଓ କର୍ତବ୍ୟ
  • ନାଏବ୍ ସରପଞ୍ଚଙ୍କ କ୍ଷମତା ଓ କର୍ତବ୍ୟ
  • ୱାର୍ଡ଼ ସଭ୍ୟଙ୍କ କ୍ଷମତା ଓ କର୍ତବ୍ୟ
  • ସରପଞ୍ଚ ଓ ନାଏବ୍ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
  • ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଓ କ୍ଷମତା
  • ପଲ୍ଲୀସଭା କ’ଣ ଓ କେଉଁ ବିଷୟ ଆଲୋଚନା ହୁଏ?
  • ଗ୍ରାମସଭା କ’ଣ ଓ କେଉଁ ବିଷୟବସ୍ତୁ ଆଲୋଚନା ହୁଏ?
  • ଗ୍ରାମପଞ୍ଚାୟତର ଆର୍ଥିକ ବ୍ୟବସ୍ଥା ଓ ଏହାର ସୁପରିଚାଳନା
  • ଗ୍ରାମପଞ୍ଚାୟତକୁ କେଉଁ ସୂତ୍ରରୁ ସମ୍ବଳ ଆସିଥାଏ?
  • ଗ୍ରାମପଞ୍ଚାୟତର ବଜେଟ୍
  • ସର୍ବସାଧାରଣ ସମ୍ପତ୍ତି ଓ ଏହାର ପରିଚାଳନା
  • ଗ୍ରାମପଞ୍ଚାୟତ ସ୍ତରରେ ନିଲାମ ପ୍ରକ୍ରିୟା 
  • ଗ୍ରାମପଞ୍ଚାୟତ ସ୍ତରରେ ସମୀକ୍ଷା (ଅଡିଟ୍)
  • ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ୍ (ପେସା)
  • ଗ୍ରାମପଞ୍ଚାୟତ ବିକାଶ ଯୋଜନା
  • ଦାରିଦ୍ୟ ଦୂରୀକରଣ ଓ ଜୀବିକା ବିକାଶ ପାଇଁ ଯୋଜନା
  • ସୁସ୍ଥ ଗ୍ରାମ ଗଠନ ନିମନ୍ତେ ଯୋଜନା
  • ଶିଶୁ ଅନୁକୂଳ ଗ୍ରାମ ଗଠନ ନିମନ୍ତେ ଯୋଜନା
  • ପର୍ଯ୍ୟାପ୍ତ ଜଳ ଉପଲବ୍ଧ ନିମନ୍ତେ ଯୋଜନା
  • ସ୍ୱଚ୍ଛ ଓ ସବୁଜ ଗ୍ରାମ ଗଠନ ନିମନ୍ତେ ଯୋଜନା
  • ଆତ୍ମନିର୍ଭରଶୀଳ ଭିତିଭୂମି ହାସଲ ନିମନ୍ତେ ଯୋଜନା
  • ସୁଶାସନ ଗ୍ରାମ ପ୍ରତିଷ୍ଠା ନିମନ୍ତେ ଯୋଜନା 

ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ

ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I  ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୫୦ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I


ପ୍ରିଣ୍ଟ କପି କେମିତି କରିବେ

ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୫୦ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I


ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I 


ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I 




ଆପଣଙ୍କ ପାଇଁ ଅନ୍ୟ ଉପଯୋଗୀ ବହି 





Previous Next

نموذج الاتصال