💼 ଟ୍ରେନିଂରେ କ’ଣ ଶିଖିବେ?
✅ ଅନଲାଇନ ବିଜିନେସ ସେଟଅପ୍ – Zero to Launch Guide
✅ ପେମେଣ୍ଟ ଗେଟୱେ ସଂଯୋଜନ (Razorpay, Instamojo etc.)
✅ Blogger/Website ପେଜ ସହ ଲିଙ୍କ ସୃଷ୍ଟି
✅ PDF କାଟାଲଗ୍/E-Brochureରେ କ୍ଲିକକରା ଲିଙ୍କ ଯୋଡ଼ିବା
✅ Social Media Business Page Setup (Facebook, Instagram, WhatsApp Business)
✅ Google My Business Listing
✅ E-commerce Marketplace Listing (Amazon, Flipkart, Meesho ଇତ୍ୟାଦିରେ ବିକ୍ରୟ)
✅ Digital Marketing Basics – WhatsApp Marketing, Email Marketing
✅ Customer Engagement & Order Management Tips
💰 Training Fee: ₹2500/- ପ୍ରତି ବ୍ୟକ୍ତି
⏳ Duration: 1 Day Intensive Session
📍 Mode: ଅନଲାଇନ - Zoom/Google Meet କିମ୍ବା ଅଫଲାଇନ - ନିଜ ସ୍ଥାନରେ ଯେଉଁଠି ପାଞ୍ଚ ଜଣରୁ ଅଧିକ ପିଲା ଏକାଠି ହେବେ
🎯 Type: One-to-One Practical Training
ପ୍ରଶିକ୍ଷଣ ଏବଂ ମେଣ୍ଟରିଙ୍ଗ ଅବଧି:
ତାଲିମ ସମୟ ଗୋଟିଏ ଦିନ ରହିବ (୬ଘଣ୍ଟା ସକାଳ ୧୦ଟା ରୁ ଅପରାହ୍ନ ୫ଟା) ଏବଂ ଏଥିସହିତ ମେଣ୍ଟରିଙ୍ଗ ପିରିୟଡ଼ ୩୦ଦିନ ରହିବ, ଯେଉଁ ସମୟ ମଧ୍ୟରେ ଆପଣଙ୍କୁ ବିଜେନେସ/ କାମ ଆରମ୍ଭ କରିବା ପାଇଁ ଅନଲାଇନ ୱେବନାର ଏବଂ ଗାଇଡ଼ କରାଯିବ I
ତାଲିମ ଓ ପରାମର୍ଶ ଦେୟ:
ସଧାରଣତଃ ପ୍ରଶିକ୍ଷଣ ଉଭୟ ଅନଲାଇନ ଓ ଅଫଲାଇନ କରାଯାଉଛି I ଏଠି ପାଇଁ ଉଭୟ ଗୋଟିଏ ବ୍ୟାଚରେ ମାତ୍ର ୫ରୁ ୮ ଜଣ ଅଂଶଗ୍ରହଣକାରିଙ୍କୁ ସାମିଲ କରାଯିବ I ଏଥିପାଇଁ ତାଲିମ ଓ ପ୍ରଶିକ୍ଷଣ ଫି ପ୍ରତି ଅଂଶଗ୍ରହଣକାରୀ ମାନଙ୍କ ପାଇଁ ୨୫୦୦/-ଟଙ୍କା ରଖାଯାଇଛି I
ଅଫଲାଇନ ପ୍ରଶିକ୍ଷଣ ସୁଯୋଗ ମଧ୍ୟ ରହିଛି କୌଣସି ସ୍ଥାନରେ ସର୍ବନିମ୍ନ ୫ରୁ ୮ଜଣ ଅଂଶଗ୍ରହଣକାରି ଏକତ୍ରିତ ହେଲେ ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇପାରିବ I
ଏହି ପ୍ରଶିକ୍ଷଣରେ କିପରି ଜଏନ କରିବେ:
ଏହି ପ୍ରଶିକ୍ଷଣ ବା ତାଲିମର ଅନଲାଇନ କାର୍ଯ୍ୟକ୍ରମରେ ଜଏନ କରିବା ପାଇଁ ନିମ୍ନ ଜଏନ ନାଓ ବଟମରେ କ୍ଲିକ କରନ୍ତୁ I ଏହା RazorPay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ହ୍ୱାଟ୍ସଆପ ନମ୍ବର ଓ ଇ- ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I ଏହାପରେ ଆପଣଙ୍କୁ ଅନଲାଇନ ଟ୍ରେନିଙ୍ଗର ଲିଙ୍କ ଏବଂ ସମୟ ହ୍ୱାଟ୍ସଆପ ଓ ଇମେଲ କରିଦିଆଯିବ I ଅଫଲାଇନ ଟ୍ରେନିଂ ପାଇଁ ଆପଣ ସିଧାସଳଖ ଯୋଗାଯୋଗ କରିପାରିବେ I
ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି କିମ୍ବା ଅଧିକ କିଛି ଜାଣିବାର ଅଛି ତେବେ ଏହି ନମ୍ବର (9238568825)ରେ ହ୍ୱାଟ୍ସଆପ ବା ଯୋଗାଯୋଗ କରନ୍ତୁ I
ଏହି କାର୍ଯ୍ୟକ୍ରମରେ ଜଏନ୍ କରିବାକୁ ତଳେ "ଜଏନ୍ ନାଓ ବକ୍ସ" ରେ ବା ଉପର ଫଟୋରେ କ୍ଲିକ୍ କରନ୍ତୁ