ଗ୍ରାମ ବିକାଶ ସ୍ବେଛାସେବୀ

 ଗ୍ରାମ ବିକାଶ ସ୍ବେଛାସେବୀ 



ଲକ୍ଷ୍ୟ - ଗ୍ରାମାଞ୍ଚଳ ର ବିକାଶ ଦିଗରେ ଲୋକମାନଙ୍କୁ ସଚେତନ କରାଇବା. ଗ୍ରାମର ବିକାଶ ଦିଗରେ ଲୋକମାନଙ୍କର ଦାଇତ୍ୱ / ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କ କର୍ତ୍ତବ୍ୟ / ବିଭିନ୍ନ ସରକାରୀ ଯୋଜନା ପାଇଁ ହିତାଧିକାରୀ ଚୟନ / ଅଭିଯୋଗ ଆଉ ହେଲ୍ପଲାଇନ୍ ନମ୍ବର / ସୂଚନା ଅଧିକାର ଆଇନର ପ୍ରୟୋଗ ବିଷୟରେ ପ୍ରଶିକ୍ଷଣ ଦେବା.  

ପ୍ରଶିକ୍ଷଣ କିଏ ନେଇ ପାଇବେ - 21 ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯିଏ ଏମିତି ସାମାଜିକ କାମ କରିବା କୁ ଚାହୁଁଥିବେ ସେମାନେ ଏଥିରେ ଜଏନ୍ କରି ପାରିବେ.

ଅନ୍ୟ ଆବଶ୍ୟକତା - ନିଜର ସ୍ମାର୍ଟ ଫୋନ ଥିବ.

ପ୍ରଶିକ୍ଷଣ ର  ବିଷୟବସ୍ତୁ - 

  • ସୂଚନା ଅଧିକାର ଆଇନ୍ ଓ ଏହାର ପ୍ରୟୋଗ, 
  • ବିଭିନ୍ନ ସରକାରୀ ବିଭାଗ ଏବଂ ଏହାର ଅଭିଯୋଗ ଓ ହେଲ୍ପଲାଇନ୍ ନମ୍ବର, 
  • ସବୁ ଜିଲ୍ଲାର ଭିଜିଲାନ୍ସ ଅଫିସ୍ ଯୋଗାଯୋଗ ନମ୍ବର, 
  • ଗ୍ରାମପଞ୍ଚାୟତ ରେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡମେମ୍ବର ଓ ପଞ୍ଚାୟତ ଅଧିକାରୀଙ୍କ ଦାଇତ୍ୱ ଓ କ୍ଷମତା କଣ, 
  • ପଞ୍ଚାୟତ ଯୋଜନା ଚୟନ ଓ କାର୍ଯ୍ୟକାରିତାରେ ଲୋକମାନଙ୍କ ଦାଇତ୍ୱ ଓ କ୍ଷମତା,  
  • ପଞ୍ଚାୟତରେ ହେଉଥିବା 60ରୁ ଅଧିକ ଯୋଜନା ଏବଂ ଏହାକୁ କିଏ କେମିତି ପାଇବେ. 
  • ଆହୁରି ଅନେକ

ଫ୍ରି ଇ-ବୁକ୍  -  

  • ସୂଚନା ଅଧିକାର ଆଇନ 
  • ଆମ ଆଇନ ଯାହା କହୁଛି 
  • ଗ୍ରାମପଞ୍ଚାୟତ ଓ ଲୋକଙ୍କ କ୍ଷମତା 
  • ସରକାରୀ ଯୋଜନା ଓ ହିତାଧିକାରୀ 

ଟ୍ରେନିଙ୍ଗ୍ ପ୍ଲାଟଫର୍ମ ଓ ସମୟସୀମା -  ଅନଲାଇନ୍ ଜୁମ୍ ଆପ୍ସ ମାଧ୍ୟମରେ ଦିଆଯିବ, ପ୍ରତ୍ୟେକ ଶନିବାର ମୋଟ୍ 5ଟି କ୍ଲାସ୍

ଫି/ଦେୟ  - 499/- ଟଙ୍କା   


ଏହି କାର୍ଯ୍ୟକ୍ରମରେ ଜଏନ୍ କରିବାକୁ ତଳେ "ଜଏନ୍ ନାଓ ବକ୍ସ" ରେ ବା ଉପର ଫଟୋରେ କ୍ଲିକ୍ କରନ୍ତୁ 

                                                  

نموذج الاتصال