ଏହି ବହିଟି ଉଭୟ ପ୍ରିଣ୍ଟ କପି
ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I
ଏହି ବହିରେ ରହିଛି
- ମହାତ୍ମା ଗାନ୍ଧୀ ନରେଗା ଯୋଜନା
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା
- ବିଜୁ ପକ୍କା ଘର ଯୋଜନା
- ମଧୁବାବୁ ପେନସନ ଯୋଜନା
- ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଯୋଜନା
- ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଜନା
- ଭିକ୍ଷୁକ ମାନଙ୍କ ପାଇଁ ଯୋଜନା
- କିନ୍ନର ମାନଙ୍କ ପାଇଁ ଯୋଜନା
- ସାଧାରଣ ବଣ୍ଟନ ବ୍ୟବସ୍ଥା
- ଅନ୍ତଦୋୟ ଅନ୍ନ ଯୋଜନା
- ମଧ୍ୟାହ୍ନ ଭୋଜନ ଯୋଜନା
- କାଳିଆ, ବଳରାମ ଓ ବସୁଧା ଯୋଜନା
- ସ୍ୱଚ୍ଛ ଭାରତ ମିଶନ ଓ ପାନୀୟ ଜଳ
- ଅମ୍ଲାନ, ନିରାମୟ, ନିଦାନ ଓ ସହାୟ ଯୋଜନା
- ଓରମାସ ଓ ଡ଼ିଡ଼ିଜିକେୟାଇ ଯୋଜନା
- ମିଶନଶକ୍ତି , ମହିଳା ଶିଶୁବିକାଶ ଯୋଜନା
- ଆତ୍ମା ଓ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ
- କୃଷି ଓ ପଶୁପାଳନ ଯୋଜନା
- ଉଦ୍ୟାନ କୃଷି ଯୋଜନା
- କୁକୁଡ଼ା,ବତକ, ଛେଳି, ଘୁଷୁରୀ, ଗୋପାଳନ ଆଦି ଯୋଜନା
- ଛତୁ, ଫୁଲ, ପରିବା ଚାଷ ପାଇଁ ଯୋଜନା
- ଶିକ୍ଷା ବିଭାଗ ଯୋଜନା
- ଏମିତି ଆହୁରି ୫୦ ରୁ ଅଧିକ ଯୋଜନା
- ଇ-ପ୍ରଶାସନ ଓ ଅନଲାଇନ ଆବେଦନ
- ଅଭିଯୋଗ ଶୁଣାଣି
ପିଡିଏଫ କପି ବା ଇ-ବୁକ୍
ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ
ଏହି ବହିର ପିଡିଏଫ କପି ବା ଇ-ବୁକ୍
ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍
କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍
କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍
ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍ ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ
ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ
କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୬୦ଟଙ୍କା
ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ
କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I
ପ୍ରିଣ୍ଟ କପି କେମିତି
କରିବେ
ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୬୦ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I
ଏହି ବହିଟି Amazonରେ ମଧ୍ୟ
ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to
Order in Amazonରେ କ୍ଲିକ କରନ୍ତୁ I
ଆପଣଙ୍କ ପାଇଁ ଅନ୍ୟ ଉପଯୋଗୀ ବହି