ଇନକମ ଆଇଡ଼ିଆ ଏବଂ ପାର୍ଟ ଟାଇମ୍ କାମ ଟ୍ରେନିଙ୍ଗ

ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ:

ଏହି କୋର୍ସ‌ଟି  ମାନଙ୍କ ପାଇଁ ଯେଉଁମାନେ ନୂଆ ଆୟର ଅବସର ଖୋଜୁଛନ୍ତି । ଆଜିର ପ୍ରତିଯୋଗୀତାମୂଳକ ଦୁନିଆରେ କେବଳ ପାଠପୁସ୍ତକ ଜ୍ଞାନ ପର୍ଯ୍ୟାପ୍ତ ନୁହେଁ—ନିଜର ସ୍କିଲ୍, ସମ୍ଭାବନା ଓ ଉପଲବ୍ଧ ସାଧନକୁ ସଠିକ୍ ଭାବେ ବ୍ୟବହାର କରି ନୂଆ Income Idea ଓ Part-Time Opportunity ସୃଷ୍ଟି କରିବାର ଦକ୍ଷତା ଆବଶ୍ୟକ। ଏହି ଟ୍ରେନିଂ ଆପଣଙ୍କୁ Skill Mapping, Resource Mapping, ଏବଂ Practical Earning Strategies‌ରେ ପାରଙ୍ଗତ କରି, ଆପଣଙ୍କ ସମୟ ଓ କ୍ଷମତାକୁ କାର୍ଯ୍ୟକ୍ଷମ କରିବ। ଏହା ଦ୍ୱାରା ଆପଣ ନିଜର କାମ ସହିତ ସହଜରେ ଅତିରିକ୍ତ ଆୟ କରିପାରିବେ ଏବଂ ଭବିଷ୍ୟତରେ ଆର୍ଥିକ ସ୍ୱାଧୀନତା ପାଇଁ ଦୃଢ଼ ପୃଷ୍ଟଭୂମି ସୃଷ୍ଟି କରିପାରିବେ।  ଏହା ଛାତ୍ରଛାତ୍ରୀ, ଯୁବକ ଯୁବତୀ ଏବଂ ଗୃହିଣୀ ଯେଉଁମାନେ ନିଜେ କିଛି କରିବାକୁ ଚାହୁଁଛନ୍ତି କିମ୍ବା କିଛି ସୁଯୋଗ ଖୋଜୁଛନ୍ତି କିମ୍ବା ପାର୍ଟ ଟାଇମ କିଛି କରିବାକୁ ଚାହୁଁଛନ୍ତି ସେହି ମାନଙ୍କ ପାଇଁ ଅତ୍ୟାବଶ୍ୟକ ଅଟେ I 

📚 କ’ଣ ଶିଖିବେ?

  • Skill Mapping – ନିଜର ଦକ୍ଷତା ଓ କ୍ଷମତାକୁ ଚିହ୍ନଟ କରିବା
  • Resource Mapping – ନିଜର ଉପଲବ୍ଧ ସାଧନ ସମ୍ପର୍କରେ ସୁଚନା
  • Income Idea Generation – ନୂଆ ଆୟ ଉପାୟ ବିକଶିତ କରିବା
  • Part-Time Opportunities – ଘରେ ବସି କିମ୍ବା କାମ ସହ ପାର୍ଟ-ଟାଇମ୍ ଆୟ କରିବାର ଅବସର

💎 ବିଶେଷତା:

  • One-to-One Training – ଆପଣଙ୍କ ପାଇଁ ଉପଯୁକ୍ତ ପ୍ରକ୍ରିୟା
  • Online ଓ Offline – ଆପଣଙ୍କ ସୁବିଧା ଅନୁଯାୟୀ
  • Practical Examples & Real Opportunities

💰 Training Fee: ₹1200/- ପ୍ରତି ବ୍ୟକ୍ତି (ଅନଲାଇନ)
⏳ Duration: 1 Day Intensive Session
📍 Mode: ଅନଲାଇନ - Zoom/Google Meet କିମ୍ବା ଅଫଲାଇନ - ନିଜ ସ୍ଥାନରେ ଯେଉଁଠି ପାଞ୍ଚ ଜଣରୁ ଅଧିକ ପିଲା ଏକାଠି ହେବେ

🚀 ଲକ୍ଷ୍ୟ:
ଆପଣଙ୍କୁ ତୁରନ୍ତ ଆୟ କରିବାକୁ ପ୍ରସ୍ତୁତ କରାଇବା!


ଏହି ପ୍ରଶିକ୍ଷଣରେ ଯେଉଁ ମୁଖ୍ୟ ବିଷୟଗୁଡିକ ଆଲୋଚନା କରାଯିବ:

  • ନିଜର ଦକ୍ଷତା, ଅଭିଜ୍ଞତା, ଯୋଗ୍ୟତା, ଅସୁବିଧା ସୁଯୋଗର ବିଶ୍ଳେଷଣ
  • ସମୟ ପରିଚାଳନା ଏବଂ ସଂଗଠନ I
  • ପ୍ରଭାବଶାଳୀ ଯୋଗାଯୋଗ ଏବଂ ନେଟୱାର୍କିଂ I
  • ମାର୍କେଟିଂ ଏବଂ ବ୍ରାଣ୍ଡିଂ I
  • ଆର୍ଥିକ ସାକ୍ଷରତା ଏବଂ ବଜେଟ୍ I
  • ଟେକ୍ନୋଲୋଜି ଏବଂ ଡିଜିଟାଲ୍ ଉପକରଣ ବ୍ୟବହାର
  • ବଜାରରେ ସାମ୍ପ୍ରତିକ ଧାରା ଏବଂ ସୁଯୋଗ I
  • ଏକାଧିକ ଆୟ ଷ୍ଟ୍ରିମ୍ ହେବାର ଗୁରୁତ୍ୱ I
  • ଅଫଇଲିଏଟ କାମର ସୁଯୋଗ
  • ବିଭିନ୍ନ ଫ୍ରିଲାନ୍ସିଂ କାମର ସୁଯୋଗ (ଲେଖା, ଗ୍ରାଫିକ୍ ଡିଜାଇନ୍, ପ୍ରୋଗ୍ରାମିଂ ଇତ୍ୟାଦି) I
  • ଅନଲାଇନ୍ ଶିକ୍ଷାଦାନ  I
  • ସୋସିଆଲ ମିଡିଆ ପରିଚାଳନା
  • କ୍ରିଏଟିଭ ବିଷୟବସ୍ତୁ ସୃଷ୍ଟି (ୟୁଟ୍ୟୁବ୍, ବ୍ଲଗିଂ ଇତ୍ୟାଦି) I
  • -ବାଣିଜ୍ୟ (ଇଟିସ, ଇବେ, ଆମାଜନଇନଷ୍ଟାମୋଜୋ, ଫ୍ଲିପକାର୍ଟ ପରି ପ୍ଲାଟଫର୍ମରେ ଉତ୍ପାଦ ବିକ୍ରୟ) I
  • ସ୍ଥାନୀୟ ସମ୍ବଳର ଉପଯୋଗ I
  • ଅନ୍ୟ ଘରୋଇ ଉଦ୍ୟୋଗ I
  • ଲାଭଜନକ ବ୍ୟବସାୟ ଚିନ୍ତାଧାରା ଚିହ୍ନଟ କରିବା I
  • ବଜାର ଅନୁସନ୍ଧାନ I
  • ଏକ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା I
  • ପଞ୍ଜୀକରଣ I
  • ପ୍ରାରମ୍ଭିକ ଅର୍ଥ ଏବଂ ବଜେଟ୍ I
  • ପେମେଣ୍ଟ ଗେଟୱେ  (ରା଼ଜ଼ାରପେ, ପେପଲ)

 

ଏହି ପ୍ରଶିକ୍ଷଣରୁ ଆପଣ ଆଶା କରିପାରିବେ:

ଅଂଶଗ୍ରହଣକାରୀମାନେ ବିଭିନ୍ନ ଇଣ୍ଟରାକ୍ଟିଭ୍ ଅଧିବେଶନ, କିଛି ପ୍ରାକ୍ଟିକାଲ କାର୍ଯ୍ୟକ୍ରମ ଏବଂ କେସ୍ ଷ୍ଟଡିରେ ଆଦିରେ ନିୟୋଜିତ ହେବେ I ପ୍ରଶିକ୍ଷଣ ଶେଷ ହେବା ମଧ୍ୟରେ, ଆପଣ ବିଭିନ୍ନ ପାର୍ଟ ଟାଇମ୍ କାମର ସୁଯୋଗ, ଛୋଟ ବ୍ୟବସାୟ ଆରମ୍ଭ କରିବାର ମୋୖଳିକତା ଏବଂ ଏହି ପ୍ରୟାସରେ ସଫଳତା ପାଇଁ ଅତ୍ୟାବଶ୍ୟକ କୌଶଳ ବିଷୟରେ ଏକ ବିସ୍ତୃତ ବିବରଣୀ ପାଇବେ I


ତାଲିମ ପରବର୍ତ୍ତୀ ସହଯୋଗ:

ତାଲିମ ପରେ, ତୁମେ ଏକ ସାଧାରଣ ଗୋଷ୍ଠୀରେ ଯୋଡି ହେବ ଯେଉଁଠାରେ ତୁମେ ପାର୍ଟ ଟାଇମ୍ କାର୍ଯ୍ୟ ସୁଯୋଗ ଉପରେ ନିରନ୍ତର ସୂଚନା ପାଇବ I ଏମିତି ଏକ ସାଧାରଣ ପ୍ଲାଟଫର୍ମରେ ଯେଉଁଠି ରୁ ଅଧିକ କମ୍ପାନୀ ସହିତ ଅଫଇଲିଏଟ ଏଜେଣ୍ଟ ଭାବରେ କାମ କରିବାର ସୁଯୋଗ ମଧ୍ୟ ପାଇପାରିବ I ଅତିରିକ୍ତ ଭାବରେ, ଆପଣ ଆପଣଙ୍କର ବୃତ୍ତିଗତ ଯାତ୍ରା ପାଇଁ ନିରନ୍ତର ସମର୍ଥନ ଏବଂ ଉତ୍ସ ଯୋଗାଇ ଏକ ଏଟିଏନ ଷ୍ଟୋରରେ କମିଶନ ଏଜେଣ୍ଟ ଭାବରେ ଫ୍ରି ଆଜୀବନ ସଦସ୍ୟତା ଗ୍ରହଣ କରିବେ I


ପ୍ରଶିକ୍ଷଣ ଏବଂ ମେଣ୍ଟରିଙ୍ଗ ଅବଧି:

ତାଲିମ ସମୟ ଗୋଟିଏ ଦିନ ରହିବ (୬ଘଣ୍ଟା - ସକାଳ ୧୦ଟା ରୁ ଅପରାହ୍ନ ୫ଟା) ଏବଂ ଏଥିସହିତ ମେଣ୍ଟରିଙ୍ଗ ପିରିୟଡ଼ ୩୦ଦିନ ରହିବ, ଯେଉଁ ସମୟ ମଧ୍ୟରେ ଆପଣଙ୍କୁ ବିଜେନେସ/ କାମ ଆରମ୍ଭ କରିବା ପାଇଁ ଅନଲାଇନ ୱେବନାର ଏବଂ ଗାଇଡ଼ କରାଯିବ I

 

ତାଲିମ ପରାମର୍ଶ ଦେୟ:

ସଧାରଣତଃ ପ୍ରଶିକ୍ଷଣ ଉଭୟ ଅନଲାଇନ ଅଫଲାଇନ କରାଯାଉଛି I ଏଠି ପାଇଁ ଉଭୟ ଗୋଟିଏ ବ୍ୟାଚରେ ମାତ୍ର ୫ରୁ ୮ଜଣ ଅଂଶଗ୍ରହଣକାରିଙ୍କୁ ସାମିଲ କରାଯିବ I ଏଥିପାଇଁ ଅନଲାଇନ ତାଲିମ ପ୍ରଶିକ୍ଷଣ ଫି ପ୍ରତି ଅଂଶଗ୍ରହଣକାରୀ ମାନଙ୍କ ପାଇଁ ୨୦୦/- ଟଙ୍କା ରଖାଯାଇଛି I

ଅଫଲାଇନ ପ୍ରଶିକ୍ଷଣ ସୁଯୋଗ ମଧ୍ୟ ରହିଛି କୌଣସି ସ୍ଥାନରେ ସର୍ବନିମ୍ନ ୫ରୁ ୮ଜଣ ଅଂଶଗ୍ରହଣକାରି ଏକତ୍ରିତ ହେଲେ ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇପାରିବ I  ( (ଏଥିପାଇଁ ଏକ୍ସଟ୍ରା ଫି ଦେବାକୁ ପଡିବ))

 

ଏହି ପ୍ରଶିକ୍ଷଣରେ କିପରି ଜଏନ କରିବେ:

ଏହି ପ୍ରଶିକ୍ଷଣ ବା ତାଲିମର ଅନଲାଇନ କାର୍ଯ୍ୟକ୍ରମରେ ଜଏନ କରିବା ପାଇଁ ନିମ୍ନ ଜଏନ ନାଓ ବଟମରେ କ୍ଲିକ କରନ୍ତୁ I ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ହ୍ୱାଟ୍ସଆପ ନମ୍ବର -ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବଏହାପରେ ଆପଣଙ୍କୁ ଅନଲାଇନ ଟ୍ରେନିଙ୍ଗର ଲିଙ୍କ ଏବଂ ସମୟ ହ୍ୱାଟ୍ସଆପ ଇମେଲ କରିଦିଆଯିବ I ଅଫଲାଇନ ଟ୍ରେନିଂ ପାଇଁ ଆପଣ ସିଧାସଳଖ ଯୋଗାଯୋଗ କରିପାରିବେ I


ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି କିମ୍ବା ଅଧିକ କିଛି ଜାଣିବାର ଅଛି ତେବେ ଏହି ନମ୍ବର(9238568825)ରେ ହ୍ୱାଟ୍ସଆପ ବା ଯୋଗାଯୋଗ କରନ୍ତୁ


ଏହି କାର୍ଯ୍ୟକ୍ରମରେ ଜଏନ୍ କରିବାକୁ ତଳେ "ଜଏନ୍ ନାଓ ବକ୍ସ" ରେ ବା ଉପର ଫଟୋରେ କ୍ଲିକ୍ କରନ୍ତୁ 


نموذج الاتصال