ୱାର୍ଡମେମ୍ବର ଦାଇତ୍ୱ ଓ କ୍ଷମତା

 ଏହି ବହିକୁ ଅର୍ଡର୍ କରିବା ପାଇଁ ତଳ ଫଟୋରେ କ୍ଲିକ୍ କରନ୍ତୁ 

ଏହି ବହିରେ ରହିଛି 

  • ପଞ୍ଚାୟତରାଜ ବ୍ୟବସ୍ଥାର ଆଭିମୁଖ୍ୟ 
  • ୭୩ ତମ ସମ୍ବିଧାନ ସଂଶୋଧନ 
  • ଗ୍ରାମପଞ୍ଚାୟତ ଦିଆଯାଇଥିବା ୨୯ଟି ବିଷୟ 
  • ଓଡ଼ିଶାରେ ପଞ୍ଚାୟତରାଜ ବ୍ୟବସ୍ଥା 
  • ନିର୍ବାଚନ ଲଢ଼ିବା ପାଇଁ ପ୍ରାଥୀଙ୍କର ଯୋଗ୍ୟତା 
  • ଗ୍ରାମପଞ୍ଚାୟତ ର ବଧ୍ୟତାମୂଳକ କାମ 
  • ଗ୍ରାମପଞ୍ଚାୟତ ବୈଠକ 
  • ପଲ୍ଲିସଭା 
  • ଗ୍ରାମସଭା 
  • ପଞ୍ଚାୟତର ଆୟର ସ୍ରୋତ 
  • ୱାର୍ଡ ମେମ୍ବରଙ୍କର ଦାଇତ୍ୱ 
  • ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ 
  • ଗ୍ରାମପଞ୍ଚାୟତ ରେ ସ୍ଥାୟୀ କମିଟି 
  • ଗ୍ରାମପଞ୍ଚାୟତ ପ୍ରକଳ୍ପ ସମ୍ପାଦନ 
  • ଗ୍ରାମପଞ୍ଚାୟତ ବିକାଶ ଯୋଜନା 


ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 



ଆପଣଙ୍କ ପାଇଁ ଅନ୍ୟ ଉପଯୋଗୀ ବହି 

Previous Next

نموذج الاتصال