ସୂଚନା ଅଧିକାର ଫର୍ମ କେମିତି ପୁରଣ କରିବେ କିମ୍ବା ପଞ୍ଚାୟତ ଆଇନ, ଲୋକଙ୍କ କ୍ଷମତା, ସରକାରୀ ଯୋଜନା ଇତ୍ୟାଦି କିମ୍ବା ବାସ୍ତୁ କିମ୍ବା ଅନ୍ୟ ପରାମର୍ଶ ଚାହୁଁଛନ୍ତି ତେବେ ଅନଲାଇନ ମାଧ୍ୟମରେ ସହାୟତା ନେଇ ପାରିବେ. ଏଥିରେ ଆପଣଙ୍କୁ ନିମ୍ନ ସସହଯୋଗ ମିଳିବ I
ନିୟମାବଳୀ:
- ସୂଚନା ଅଧିକାର ଫର୍ମ କେମିତି ପୁରଣ କରିବେ I
- ପଞ୍ଚାୟତ ଆଇନ, ଲୋକଙ୍କ କ୍ଷମତା, ଗ୍ରାମସଭା, ବିଭିନ୍ନ ସରକାରୀ ଯୋଜନା କିମ୍ବା ପଞ୍ଚାୟତ ସମ୍ବନ୍ଧୀୟ ଅନ୍ୟ ପରାମର୍ଶ I
- ଜନ ସାଧାରଣଙ୍କ ପାଇଁ ସାଧାରଣ ଆଇନ ପରାମର୍ଶ, ଅନଲାଇନ ପୋଲିସ ଅଭିଯୋଗ, ଭିଜିଲାନ୍ସ ସହାୟତା କିମ୍ବା କୌଣସି ଦୁର୍ନୀତିର ଶିକାର ପାଇଁ ପରାମର୍ଶ
- ସ୍ୱାସ୍ଥ୍ୟ ସଚେତନତା ଓ ପରାମର୍ଶ, ଯୋଗ ଏବଂ ପ୍ରାକୃତିକ ଉପଚାର
- ବାସ୍ତୁଶାସ୍ତ୍ର କିମ୍ବା ଅନ୍ୟ କିଛି ବ୍ୟକ୍ତିଗତ ଅବା ସାମାଜିକ ପରାମର୍ଶ
କେମିତି ପରାମର୍ଶ ପାଇବେ: ଏହି ପରାମର୍ଶ ଆପଣଙ୍କୁ ଅନଲାଇନ ମାଧ୍ୟମରେ ଦିଆଯିବ.ଏଥିପାଇଁ ସମୟ ସୀମା 30 ମିନିଟ ରୁ 45 ମିନିଟ, ଏବଂ ଏଥିପାଇଁ 100ଟଙ୍କା ଫି ଧାର୍ଯ୍ୟ କରାଯାଇଛି I
ଏହି ଫଟୋ କିମ୍ବା ଲିଙ୍କରେ କ୍ଲିକ କରି ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ଏହା ପରେ ଆପଣଙ୍କୁ ଅନଲାଇନ ଆସିବାର ତାରିଖ ଓ ସମୟ ଦେଇଦିଆଯିବ I
.jpg)
.jpg)