ସରଳ ଚିକିତ୍ସା / Sarala Chiktisa

      ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I 

ଏକ ସୁସ୍ଥ ଶରୀର ଓ ସୁନ୍ଦର ମନ ହେଉଛି ମଣିଷର ସବୁଠାରୁ ବଡ଼ ଧନ। ଆଜିର ଜୀବନ ଧାରାରେ ଧାଁ-ଦୌଡ଼, ଅନିୟମିତ ଖାଦ୍ୟାଭାସ, ଆଳସ୍ୟ ଜୀବନ ଶୈଳୀ ଓ ଆତ୍ମଚେତନା ଅଭାବରେ ଅନେକ ଲୋକ ଡାଇବେଟିସ, ବ୍ଲଡ଼ପ୍ରେସର, ଗ୍ୟାଷ୍ଟ୍ରିକ, ଗଣ୍ଠି ବେଦନା, ମୋଟାପା ଓ ଯୌନ ଦୃଢତାର ଅଭାବ ଭଳି ଗୁରୁତ୍ୱପୂର୍ଣ୍ଣ ଦୀର୍ଘକାଳୀନ ରୋଗରେ ପୀଡ଼ିତ ହେଉଛନ୍ତି।

ଏହି ସବୁ ରୋଗର ପଛରେ ଥିବା ପ୍ରଧାନ କାରଣ ହେଉଛି – ଅନୁଚିତ ଜୀବନ ଶୈଳୀ, ଅନୁଶାସନ ଅଭାବ, ଓ ସୂଚନାର ଅଭାବ। ଏହି ପୁସ୍ତକ ଏମିତି ଲୋକମାନେ ପାଇଁ ଲେଖାଯାଇଛି ଯେଉଁମାନେ ଡାକ୍ତରୀ ଚିକିତ୍ସା ବିକଳ୍ପରେ ସରଳ, ଘରୋଇ, ପ୍ରାକୃତିକ ଓ ସୁନିଶ୍ଚିତ ଉପାୟ ଦ୍ୱାରା ଏହି ସବୁ ରୋଗକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି।

ଏହି ପୁସ୍ତକର ବିଶେଷତା ହେଉଛି ଏଥିରେ ଆଧୁନିକ ଓ ପାରମ୍ପରିକ ଚିକିତ୍ସା ବିଜ୍ଞାନର ଏକ ସୁନ୍ଦର ସମନ୍ୱୟ ରହିଛି, ଯାହା ଘରେ ବସି ସହଜ ଉପାୟରେ ଚିକିତ୍ସା କରିବାର ଅନୁଭବ ଦେଇଥାଏ। ଏଥିରେ ଯୋଗାସନ, ପ୍ରାଣାୟାମ ଓ ଆକ୍ୟୁପ୍ରେସର୍ ପଏଣ୍ଟ ଦ୍ୱାରା ସ୍ୱାସ୍ଥ୍ୟ ସୁଧାର କରିବା ଉପାୟ ବିବେଚନା କରାଯାଇଛି। ରୋଗ ଅନୁସାରେ କଣ ଖାଇବା ଓ କଣ ନଖାଇବା ଉଚିତ୍, ଖାଦ୍ୟ ଅନୁଶାସନ ଓ ଜୀବନ ଶୈଳୀ ବିଷୟରେ ଯଥେଷ୍ଟ ସୂଚନା ମିଳିଥାଏ। ସହଜ ଓ ସୁବୋଧ ଭାଷାରେ ଘରୋଇ ଚିକିତ୍ସା ଓ ଆୟୁର୍ବେଦ ଉପଚାର ବିଷୟରେ ଲେଖାଯାଇଥିବା ଏହି ପୁସ୍ତକ ନିଶ୍ଚୟ ଭାବରେ ପାଠକଙ୍କୁ ଉପକୃତ କରିପାରିବ।

ଏହି ପୁସ୍ତକ ବିଶେଷକରି ସେମାନେ ପାଇଁ ଉପଯୁକ୍ତ ଯେଉଁମାନେ ଦୂର ଅଞ୍ଚଳରେ ରହି ସାଧାରଣ ଚିକିତ୍ସା ସୁବିଧାର ଅଭାବ ଅନୁଭବ କରୁଛନ୍ତି, କିମ୍ବା ଯେଉଁମାନେ ନିଜ ଶରୀର ପାଇଁ ଆତ୍ମଚେତନ ଓ ନିୟମିତତା ରଖିବାରେ ରୁଚି ରଖନ୍ତି, ବା ଯେଉଁମାନେ ତଥ୍ୟ ଓ ସୂଚନା ରେ ଆଧାରିତ ଚିକିତ୍ସା ପ୍ରଣାଳୀ ବୁଝିବାକୁ ଚାହାଁନ୍ତି। "ସରଳ ଚିକିତ୍ସା" କେବଳ ଏକ ପୁସ୍ତକ ନୁହେଁ, ଏହା ଏକ ସ୍ୱାସ୍ଥ୍ୟ ଆନ୍ଦୋଳନ।

 

ଏହି ପୁସ୍ତକର ବିଶେଷତା:

ଏହି ପୁସ୍ତକରେ ମୁଖ୍ୟତଃ ନିମ୍ନ ଶାରୀରିକ ଅସୁସ୍ଥତା ବିଷୟରେ ଆଲୋଚନା କରାଯାଇଛି

  • ·       ଡାଇବେଟିସ୍
  • ·       ବ୍ଲଡ଼ପ୍ରେସର୍
  • ·       ଗଣ୍ଠି ବେଦନା
  • ·       ଗ୍ୟାଷ୍ଟ୍ରିକ୍
  • ·       ସହବାସ ଅକ୍ଷମତା
  • ·       ମେଦବହୁଳତା

…………………………………………………………………………………………………

  • ·       ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାର କାରଣ
  • ·       ଏହାର ଲକ୍ଷଣ
  • ·       ଏଥିପାଇଁ ଖାଦ୍ୟ ସମ୍ବନ୍ଧୀୟ କଟକଣା
  • ·       ଏଥିପାଇଁ କ’ଣ ଖାଇବା ଭଲ
  • ·       ଏଥିପାଇଁ କ’ଣ କରିବେ ନାହିଁ
  • ·       କେଉଁ ନିୟମ ପାଳନ କରିବେ
  • ·       ଏଥିପାଇଁ ଯୋଗାସନ ଓ ପ୍ରାଣାୟାମ
  • ·       ଏଥିପାଇଁ ଆକ୍ୟୁପ୍ରେସର ପଏଣ୍ଟ
  • ·       ଏଥିପାଇଁ ଘରୋଇ ଉପଚାର
  • ·       ଏଥିପାଇଁ ଆୟୁର୍ବେଦିକ ଉପଚାର

 

ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ

ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I  ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I



ପ୍ରିଣ୍ଟ କପି କେମିତି କରିବେ

ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୪୫/- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I


    


ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I 


ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I 


Previous Next

نموذج الاتصال