ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I
ପ୍ରେମ ଏକ ଭାବନା ଯାହା ସୀମା, ସଂସ୍କୃତି ଏବଂ ସମୟକୁ ଅତିକ୍ରମ କରେ । ଏହା କବିମାନଙ୍କର ମ୍ୟୁଜିକ୍, କାହାଣୀର ସାର ଏବଂ ଅଗଣିତ ଗୀତ ପଛରେ ପ୍ରେରଣା । ଏହି ରୋମାଣ୍ଟିକ ଓଡ଼ିଆ କବିତା ସଂଗ୍ରହରେ, ପ୍ରେମର ଅଗଣିତ ରଙ୍ଗ, ଏହାର ଆନନ୍ଦ, ଏହାର ଦୁଃଖ, ଏହାର ଆକାଂକ୍ଷା ଏବଂ ଏହାର ପରିପୂର୍ଣ୍ଣତାକୁ କଏଦ କରିବାକୁ ଚେଷ୍ଟା କରିଛି । ଏହି ପୁସ୍ତକ, "ଖାସ ତୁମରି ପାଇଁ", ଓଡ଼ିଆ ଭାଷାର ମଧୁର ସୌନ୍ଦର୍ଯ୍ୟରେ ବୁଣାଯାଇଥିବା ପ୍ରେମର ଗଭୀରତାରେ ଏକ ହୃଦୟସ୍ପର୍ଶୀ ଯାତ୍ରା । ପ୍ରତ୍ୟେକ କବିତା ଭାବପ୍ରବଣତାର ଏକ ସ୍ପନ୍ଦନ ଏବଂ ହୃଦୟର ଗଭୀରତମ ଇଚ୍ଛାର ପ୍ରତିଫଳନ ଅଟେ । ପ୍ରଥମ ପ୍ରେମର ନିର୍ଦ୍ଦୋଷତାରୁ ଅନନ୍ତ ସହଚର ଗଭୀର ବନ୍ଧନ ପର୍ଯ୍ୟନ୍ତ, ଏହି ପଦଗୁଡ଼ିକ ଏହାର ପବିତ୍ର ରୂପରେ ପ୍ରେମର ଏକ ଗାଥା ବହନ କରେ ।
ପ୍ରେମୀ ଦୃଷ୍ଟିରେ ଦୁନିଆଁର ସବୁଠୁ ଯିଏ ସୁନ୍ଦର ଆଉ ପ୍ରିୟ ସେ ହିଁ ପ୍ରିୟତମ ଅବା ପ୍ରିୟତମା, ସେହି ପ୍ରିୟତମ ବ୍ୟକ୍ତିକୁ ପାଖରେ ପାଇବା ପାଇଁ କାହିଁକି କେଜାଣି ମନ ସବୁବେଳେ ବ୍ୟାକୁଳ ଥାଏ I ତୁମେ ଆସ ବୋଲି ବୋଧେ ବସନ୍ତ ଆସେ, ତୁମ ପରଶରେ ଶୀତ ଛାଡି ପଳାଏ I ତୁମ ପାଇଁ ଏଠି ବରଷା ହୁଏ, ସେହି ବର୍ଷା ତୁମ ମିଳନର ଆଶା ଜଗାଏ I ତୁମେ ଥିଲେ ଏଠି ସବୁ ସୁନ୍ଦର ଲାଗେ I ସେଇଥିପାଇଁ ବୋଧେ "ପ୍ରିୟତମ" ଶବ୍ଦ ଶୁଣିଲେ, ପ୍ରଥମେ ତୁମ ନାମଟି ଆସେ I ତୁମେ ନଥିଲେ କାହିଁକି କେମିତି କେମିତି ଲାଗେ, ଚାରିଆଡ ଶୂନଶାନ ଆଉ ଏକାଏକା ଲାଗେ I ସେହି ଲୋକ, ସେହି ପରିବେଶ ହେଲେ ମନଟି କାହିଁକି କେଜାଣି ତୁମକୁ ଖୋଜେ I ଏହି କବିତା ସଂଗ୍ରହ କେବଳ ଏକ ପୁସ୍ତକ ନୁହେଁ; ଏହା ସେମାନଙ୍କ ପାଇଁ ଏକ ସାଥୀ ଯେଉଁମାନେ ଭଲ ପାଇଛନ୍ତି, ପ୍ରେମରେ ଅଛନ୍ତି, କିମ୍ବା ପ୍ରେମର ଯାଦୁ ଅନୁଭବ କରିବାକୁ ଆଗ୍ରହୀ ଅଟନ୍ତି । ମୁଁ ଆଶା କରୁଛି ଯେ ଏହି କବିତାଗୁଡ଼ିକ ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ ଏବଂ ଏକ ଗଭୀର ସମ୍ପର୍କ ସୃଷ୍ଟି କରିବ ଯାହା ଆପଣଙ୍କୁ ସ୍ନେହର ଅତୀତର ମୁହୂର୍ତ୍ତଗୁଡ଼ିକୁ ମନେ ପକାଇବ କିମ୍ବା ଭବିଷ୍ୟତର ସ୍ୱପ୍ନ ଦେଖିବାରେ ଆନନ୍ଦ ଦେବ I
ଏହି ବହିରେ ଯେଉଁ ଲେଖକ ଲେଖିକା ମାନଙ୍କର ସ୍ଥାନ ପାଇଛି
- ଅର୍ଚ୍ଚନା ରାଣୀ ପାଳ
- ସନ୍ଧ୍ୟା ଘଡେ଼ଇ
- ରିତେଶ କୁମାର ଦାଶ
- ବେଣୁଧର ସୂତାର
- ଶତାବ୍ଦୀ ମହାନ୍ତି
- ନିହାର ରଞ୍ଜନ ଓଝା
- ସଂଯୁକ୍ତା ବଳ ନାୟକ
- ନିରୁପମା ପଣ୍ଡା
- ବିକାଶ କୁମାର ସାହୁ
- ସମର ବଲ୍ଲଭ ଭୋଇ
- ଦୁର୍ଯ୍ୟୋଧନ ପ୍ରଧାନ
- ପ୍ରଭାସିନୀ ସାହୁ
- ଶୁଭସ୍ମିତା ପଣ୍ଡା
- ମିନତି ପଟ୍ଟନାୟକ
- କାର୍ତ୍ତିକେଶ୍ୱର ନାୟକ
- ରାଜେଶ୍ ରାୟ
- ସୁବାସ ମହାନ୍ତି
- ଶୁଭ୍ରାଞ୍ଜନୀ ସାମଲ
- ଚିତରଞ୍ଜନ ବେହେରା
- ଅପର୍ଣ୍ଣା ସେଠୀ
- ବୈଶାଳୀ ସାହୁ
- ପ୍ରଶାନ୍ତ କୁମାର ପଣ୍ଡା
- ବନ୍ଦନା ମହାପାତ୍ର
- ସୁଧୀର ମେହେର
- ଵିଶ୍ୱନାଥ କର
- ଜୟନ୍ତ କୁମାର ମଲ୍ଲିକ୍
- ପ୍ରଭାଷ ଚନ୍ଦ୍ର ମଙ୍ଗରାଜ
- ପ୍ରଦୀପ୍ତ କୁମାର ଦାସ
- ସତ୍ୟବାନ ବେହେରା
- ବୀଣାପାଣି ଜେନା
- ଐଶ୍ୱର୍ଯ୍ୟା ପ୍ରଧାନ
- ମାନଗୋବିନ୍ଦ ବାରିକ୍
- ଜସ୍ମିନୀ ନାୟକ
- କଳ୍ପନା ମିଶ୍ର
- କଳ୍ପନା ସାହୁ
- ଅଭିଜିତା ପ୍ରଧାନ
- କୃଷ୍ଣଚନ୍ଦ୍ର ମହାପାତ୍ର
- ଚିତ୍ତ ରଞ୍ଜନ କୁଣ୍ଡୁ
- ହୃଷିକେଶ ଜାଲି
- ରଶ୍ମୀ ଦଳାଇ
- ସରିତା ଦାସ୍
- ଶ୍ରଦ୍ଧାଞ୍ଜଳି ପଣ୍ଡା
- ଉର୍ମି ରାୟ
- ପଙ୍କଜ ସାମଲ
- ସଂଯୁକ୍ତା ଦାଶ
- ପ୍ରଦୀପ ଦାଶ
- ମିନତୀ ମିଶ୍ର
- ଗଙ୍ଗାଧର ପାଇକ
- କାନ୍ତିଲତା ଷଡ଼ଙ୍ଗୀ
- ଅର୍ଚ୍ଚନା ପଟ୍ଟନାୟକ
- ସ୍ନିଗ୍ଧା ମିଶ୍ର
- ରୋଜି ସାହୁ
- ଶୁଭମ ବେହେରା
- ସୁକାନ୍ତ ଖଣ୍ଡା
- ପ୍ରମିଳା ସ୍ଵାଇଁ
- ଅପର୍ଣ୍ଣା ପଟ୍ଟନାୟକ
- ସୁଚିତ୍ରା ବେହେରା
- ରାଜେନ୍ଦ୍ର ନୀଥ ଦତ୍ତ
- ସୁଶାନ୍ତ କୁମାର ପଟ୍ଟନାୟକ
- ସନ୍ଦୀପ ସାମଲ
- ଦେବାର୍ଚ୍ଚନ ମେହେର
- ବବୁଲୁ ବାଘ
- ରଶ୍ମିରେଖା ସାହୁ
- ସତ୍ୟ ରଞ୍ଜନ ଦାସ
- ନିତୁ ସାହୁ
- ଗୀତାଞ୍ଜଳି ଭୂୟାଁ
- ସୁଲୋଚନା ସାହୁ
- ସଚିକାନ୍ତ ପ୍ରଧାନ
- ସୌଭାଗ୍ୟ ଦାଶ
- ସୁଦେଷ୍ଟା ପାତ୍ର
- ରୁବିଲତା ଦାସ
- ରାମ ଚନ୍ଦ୍ର ସାହୁ
- ସ୍ୱାଗତିକା ମହାନ୍ତି
- ପ୍ରତାପ (ମିଟୁ)
- ସୁରଜିତ୍ ପ୍ରଧାନ
- ସରେଜ କୁମାର ଜେନା
- ଅଭିପ୍ସା ପ୍ରିୟଦର୍ଶିନୀ
- ବିଳାସ ଚନ୍ଦ୍ର ବେହେରା
- ସୁଚରିତା ବେହେରା
- ସବିତାରାଣୀ ବେହେରା
- ଗୌରାଙ୍ଗ ଦାଶ
- ସୁରେଶ ଚନ୍ଦ୍ର ମହାନ୍ତ
- ସନ୍ନଥ କୁମାର ମିଶ୍ର
- ବିଦ୍ୟାଧର ଦଳବେହରା
- ସହଦେଵ ଜେନା
- ବାସୁଦେବ ବଡ଼ୁ
- ଚିନ୍ମୟୀ ସାହୁ
- ସୁଶାନ୍ତ କୁମାର ପଣ୍ଡା
- ପ୍ରଦୀପ କୁମାର ଦାଶ
- ଗୀତାଞ୍ଜଳି ରାଉତ
- ସହଦେବ ବେହେରା
- ଗାୟତ୍ରୀ ଶ୍ରୀଚନ୍ଦନ
- ପ୍ରତିଭା ବଳ
- ପ୍ରିୟଙ୍କା ପ୍ରତାପସିଂହ
- କମଳ କାମିନୀ ଦେ
- କୈଳାଶଚନ୍ଦ୍ର ବେହେରା
- ସନ୍ତୋଷ କୁମାର ମିଶ୍ର
- ଜଗନ୍ନାଥ ନାୟ
- ଅଜୟ କୁମାର ମହାନ୍ତି
- ଗିରିଧାରୀ ବେହେରା
- ନିରଞ୍ଜନ ପତି
- ସନ୍ଧ୍ୟା ଶତପଥୀ
- ସନ୍ତୋଷିନୀ ସାହୁ
- ମନୋଜ କୁମାର ଜେନା
- ସୁମିତ୍ରା ପ୍ରଧାନ
- ନଳିନୀକାନ୍ତ ମହାପାତ୍ର
- ଶୋଭନା ଜେନା
- ପ୍ରେମାନନ୍ଦ ପରିଡା
- ବିନୀତା ପ୍ରଧାନ
- ଅର୍ଚ୍ଚନା ଆଚାର୍ଯ୍ୟ
- ମନୋଜ କୁମାର ରାଉତରାଏ
- ପୁରୁଷୋତ୍ତମ ସିଂହ ସାମନ୍ତ
- ରବୀନ୍ଦ୍ର କୁମାର ଦାସ
- ନିରୁପମା ଦଳବେହେରା
- ଅଶୋକ କୁମାର ଷଡଙ୍ଗୀ
- ନିକୁଞ୍ଜ କୁମାର ଘୋଷ
- ରୋଜାଲିନ ନାୟକ
- ମହେନ୍ଦ୍ର କୁମାର ଘଡ଼େଇ
- ମମତା ମଞ୍ଜରୀ ବରାଳ
- ପ୍ରଭାତ କୁମାର ଆଚାର୍ଯ୍ୟ
- ପବନ କୁମାର ନାୟକ
- ମନସ୍ଵିନୀ ବାରିକ୍
- ପ୍ରେମାନନ୍ଦ ରାଉତ
- ବିବେକାନନ୍ଦ ଷଡ଼ଙ୍ଗୀ
- ମିଲନ କୁମାର ମିଶ୍ର
- ଇତିଶ୍ରୀ ପଣ୍ଡା
- ସ୍ଵାଧୀନ କିଶୋର ପତି
- ସୁଶାନ୍ତ କୁମାର ନାୟକ
- ସନ୍ତୋଷ କୁମାର ପଣ୍ଡା
- ଗୀତାଞ୍ଜଳି ଦାସ
- ଅଶୋକ କୁମାର ନାଥ
- ଲକ୍ଷ୍ମୀଆମ୍ମା ନନ୍ଦଡା
- ରଞ୍ଜିତା ଜେନା
- ସ୍ଵାଧୀନ କିଶୋର ପତି
- ଅମୀୟ କୁମାର ସାହୁ
- ରଞ୍ଜନ କୁମାର ବେହେରା
- ସନ୍ତୋଷ କୁମାର ମେହେର
- କମଳିନୀ ସେନାପତି
- ରମେଶ ଚନ୍ଦ୍ର ମିଶ୍ର
- ସୁଭଦ୍ରା ମହାନ୍ତ
- ସରିତା କାନୁନଗୋ
- ଚିତା ଋତୁପର୍ଣ୍ଣା ଜେନା
- ନେନା ରୋଜି ପଧାନ
- ସୁହାସିନି ପଟ୍ଟନାୟକ
- ଆୟୁଷ୍ମତୀ ମହାରଣା
- ଦେବାଶିଷ କର
- ସଂଗ୍ରାମ କେଶରୀ ବେହେରା
- ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ
ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ
ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍ ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୩୫ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I
ପ୍ରିଣ୍ଟ କପି କେମିତି କରିବେ
ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୪୫/- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I
ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I
ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I