ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I
- ସୂଚନା ଅଧିକାର ଆଇନ କ'ଣ?
- ସୂଚନା ଅଧିକାର ଆଇନ କାହିଁକି ଆସିଲା?
- RTI ଆଇନର ମୁଖ୍ୟ ଧାରା ଓ ବିଭାଗ ଗୁଡ଼ିକ
- ମୁଖ୍ୟ ଧାରାଗୁଡ଼ିକର ବିସ୍ତୃତ ସାର ସଂଗ୍ରହ
- କିଏ ସୂଚନା ମାଗିପାରିବ?
- ଆବଶ୍ୟକ ଡକୁମେଣ୍ଟ
- କେଉଁ ଅଫିସ୍/ସଂସ୍ଥା ଠାରୁ ସୂଚନା ମିଳି ପାରିବ?
- କି ପ୍ରକାର ସୂଚନା ମଗାଯାଇପାରିବ?
- ଆବେଦନ କାହାକୁ କରାଯିବ?
- ଜନସୂଚନା ଅଧିକାରୀ ଓ ଏହାର ଭୂମିକା
- ସୂଚନା ପାଇବାକୁ କେତେ ଅର୍ଥ ଦେବାକୁ ପଡିବ?
- କେତେ ଦିନ ମଧ୍ୟରେ ସୂଚନା ଦିଆଯିବ?
- ସୂଚନା ମାଗିବା ପାଇଁ ଆବେଦନ ଫର୍ମ
- ସୂଚନା ଅଧିକାର ଫର୍ମ କେମିତି ପୂରଣ କରିବେ?
- ସୂଚନା ଦେବାର ସମୟ ସୀମା ଓ ଅର୍ଥ ଅବଗତି
- ପ୍ରଥମ ଅପିଲ (First Appeal)
- ଫାଇନାଲ ଅପିଲ (ଦ୍ୱିତୀୟ ଅପିଲ)
- ନାଗରିକ ଭାବେ ଆମ ଭୂମିକା
- ସାଧାରଣ ପ୍ରଶ୍ନ ଓ ଉତ୍ତର (FAQs on RTI)
ପ୍ରିଣ୍ଟ କପି କେମିତି କରିବେ
ଯେହେତୁ ବହିଟି ମାତ୍ର 32 ପୃଷ୍ଠାର ଏହାର ହାର୍ଡ କପି ପ୍ରିଣ୍ଟ କରି ପଠାଇବା ଅଧିକ ବ୍ୟୟ ସାପେକ୍ଷ ହୋଇଯାଉଛି I ତଥାପି ଯଦି ଏହାର ପୋଷ୍ଟାଲ ଖର୍ଚ୍ଚ ଆପଣ ବହନ କରିବାକୁ ରାଜି ତେବେ ଏହି ବହିର ପ୍ରିଣ୍ଟ କପି ଆପଣଙ୍କୁ ପଠାଇ ଦିଆଯିବ I ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୫୦/- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ୪୦/- ଟଙ୍କା ଦେବାକୁ ପଡିବ, ମୋଟ ୯୦/- ଟଙ୍କା ଦେବାକୁ ପଡିବ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I
ଆପଣଙ୍କ ପାଇଁ ଅନ୍ୟ ଉପଯୋଗୀ ବହି