ଚେରମୂଳି ଚିକିତ୍ସା

ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲ୍ କୁ ମେଲ୍ ହୋଇଯିବ I  
ଏହି ବହିରେ ରହିଛି ୧୪ଟି ମୁଖ୍ୟ ଶାରୀରିକ ସଂସ୍ଥାନ ପାଇଁ ୪୨ ପ୍ରକାର ସୁଲଭ ଉପଲବ୍ଧ ଚେରମୂଳି ଯାହାକୁ ପ୍ରୟୋଗ କରି ନିମ୍ନ ରୋଗର ସରଳ ଉପଚାର କରାଯାଇ ପାରିବ.

  • ମୁଖ, ଦାନ୍ତ ମାଢି ଓ ଦାନ୍ତ ସଂବନ୍ଧୀୟ ରୋଗ 
  • କେଶ 
  • ଚର୍ମ 
  • ମସ୍ତିଷ୍କ ଓ ମନ ସଂସ୍ଥାନ 
  • ନାଡୀ 
  • ସନ୍ଧି ଓ ମାଂସପେଶୀ 
  • ହୃତପିଣ୍ଡ ତଥା ରକ୍ତବାହୀ 
  • ଫୁସଫୁସ ତଥା ଶ୍ୱାସ 
  • ଉପରିସ୍ଥ ପରିପାକ ଓ ଯକୃତ 
  • ନିମ୍ନ ପରିପାକ ତଥା ପାଚନ 
  • ମୁତ୍ରଵାହୀ ତଥା ପ୍ରଜନନ 
  • ରକ୍ତ ଶୋଧନ ଓ ସଂକ୍ରମଣ 
  • ହରମୋନ 
  • ବଳଦାୟକ ରସାୟନ 



ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 


                      

Previous Next

نموذج الاتصال