ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲ୍ କୁ ମେଲ୍ ହୋଇଯିବ I
ଏହି ବହିଟିକୁ ଅର୍ଡର କରିବା ପାଇଁ ଏହି ଲିଙ୍କ୍ ବା ଫଟୋରେ କ୍ଲିକ୍ କରନ୍ତୁ
ଏହି ବହିରେ ରହିଛି ବିଭିନ୍ନ ରୋଗର ଘରୋଇ ଉପଚାର - ଯେମିତି
- ଥଣ୍ଡା, ସର୍ଦି ଜ୍ୱର ଚିକିତ୍ସା
- କାଶ ଚିକିତ୍ସା
- ଶ୍ୱାସ ଚିକିତ୍ସା
- ବିଷମ ଜ୍ୱର, ମେଲେରିଆ ଚିକିତ୍ସା
- ଯକୃତ ବୃଦ୍ଧି ଚିକିତ୍ସା
- ସ୍ଵପ୍ନଦୋଷ ଓ ଶୀଘ୍ରପତନ ଚିକିତ୍ସା
- ବହୁ ମୂତ୍ର ଚିକିତ୍ସା
- ପ୍ରଦର ଚିକିତ୍ସା
- ଦାନ୍ତ, କାନ ଓ ଆଖି ରୋଗ ଚିକିତ୍ସା
- ରକ୍ତ ବିକାର ଚିକିତ୍ସା
- ଯାଦୁ, କାଛୁ ଓ କୁଣ୍ଡିଆ ଆଦି ଚିକିତ୍ସା
- ପେଟ ରୋଗ, ଅର୍ଜିର୍ଣ୍ଣ , କୃମି ରୋଗ ଚିକିତ୍ସା
- ଝାଡା ରୋଗ ଚିକିତ୍ସା
- ଅର୍ଶ ଚିକିତ୍ସା
- ମୋଟା ପଣ ଚିକିତ୍ସା
- ବିଭିନ୍ନ ପ୍ରକାର ବିନ୍ଧା ଚିକିତ୍ସା
- ସାପ କାମୁଡ଼ା, ବିଛା, ମୂଷା ଓ କୁକୁର କାମୁଡ଼ା ଚିକିତ୍ସା
- ନିଶା ଛାଡିବା ଚିକିତ୍ସା
- ମଦ ଓ ଗଞ୍ଜେଇ ନିଶା ଛାଡିବା ଚିକିତ୍ସା
ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍ ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ.