ବାପାଙ୍କ ପାଇଁ ପଦେ

   ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I 


ଦୁନିଆଁରେ ବାପାଙ୍କ ବିଷୟରେ ହୁଏତ ଯେତିକି ଲେଖାଯିବା କଥା ତାହା ହୋଇ ପରି ନାହିଁ । ବାପାଙ୍କ ତ୍ୟାଗ ଓ ବଳିଦାନକୁ ଆମେ ପ୍ରାୟତଃ ସଭିଏଁ ଅନୁଭବ କରନ୍ତି କିନ୍ତୁ କେବେ ପ୍ରକାଶ କରି ପାରିନାହାନ୍ତି । “ବାପା”, କେବଳ ଗୋଟିଏ ଶବ୍ଦ ନୁହେଁ, ଗୋଟିଏ ବ୍ରହ୍ମାଣ୍ଡ । କେତେବେଳେ ଶାନ୍ତ, କେତେ ବେଳେ ସ୍ଥିର ଆଉ କେତେବେଳେ ଗୁମସୁମ ଯେମିତି ଅନେକ କିଛି ଲୁଚି ରହିଥାଏ ଏହି ଶବ୍ଦ ଭିତରେ । ଜୀବନସାରା ଯିଏ କେବଳ ଦେଇଯାଣିଛନ୍ତି କିନ୍ତୁ ପ୍ରତିବଦଳରେ କାହା ଠାରୁ କିଛି ଆଶା କରିନଥିବା ନିଛକ ବ୍ୟକ୍ତିତ୍ୱ ଟିଏ “ବାପା” । 
ଏହି ସଙ୍କଳନ ମାଧ୍ୟମରେ ଦୁନିଆଁର ସମସ୍ତ ବାପାମାନଙ୍କୁ ସେମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ, କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ଛୋଟ ପ୍ରୟାସ ମାତ୍ର । ଏଥିରେ ପାଖାପାଖି 124ଟି ସୁନ୍ଦର ଲେଖାକୁ ସ୍ଥାନ ଦିଆଯାଇଛି । ଆଶା ଏହି ସଙ୍କଳନଟି ଆପଣମାନଙ୍କୁ ଖୁବ ପସନ୍ଦ ଆସିବ ।

ଏହି ବହିରେ  ଯେଉଁ ଲେଖକ ଲେଖିକା ମାନଙ୍କର ସ୍ଥାନ ପାଇଛି 

  • ସନ୍ଧ୍ୟା ଘଡେଇ
  • ଉତ୍ତମ କୁମାର ପଣ୍ଡା
  • ବୁଲୁ ବିଷୋୟୀ
  • ମଧୁମିତା ମିଶ୍ର
  • ଦିପାଞ୍ଜଳୀ ସୁବୁଧି
  • ଅଭିଜିତା ପ୍ରଧାନ
  • ବିନୋଦିନୀ ମିଶ୍ର
  • ବୈଶାଳୀ ସାହୁ
  • ରୋଜାଲିନ ନାୟକ
  • ନିହାର ରଞ୍ଜନ ଓଝା
  • ସୁଚିତ୍ରା ବେହେରା
  • ଶୋଭାଗିନୀ ନନ୍ଦ
  • ସୁଶାନ୍ତ କୁମାର ନାୟକ
  • ରାକ୍ଷୀ ସ୍ୱାଇଁ
  • କୁଞ୍ଜବିହାରୀ ରାଉତ
  • ଜଗଦୀଶ ଶତପଥୀ
  • ପ୍ରଶାନ୍ତ କୁମାର ପଣ୍ଡା
  • ନମିତା ପଣ୍ଡା
  • ରାମଚନ୍ଦ୍ର ପ୍ରଧାନ
  • ସୁଜିତ୍ କୁମାର ମିଶ୍ର
  • ଅନସୂୟା ଦେବତା
  • ନଗେନ୍ଦ୍ର କୁମାର ରାଉତ
  • ଦେବାର୍ଚ୍ଚନ ମେହେର
  • ମୌସୁମୀ ଦାଶ
  • ଧୀରେନ୍ଦ୍ର ମଲ୍ଲିକ
  • ରଶ୍ମିତା କୁମାରୀ ବେହେରା
  • ବିକାଶ କୁମାର ସାହୁ
  • ସନ୍ତୋଷ ପଟ୍ଟନାୟକ 
  • ଅଶୋକ ସାହୁ(ବିଶୋଇ)
  • ତପନ କୁମାର ବେହେରା
  • ସୋନାଲି ନାୟକ
  • ପୁଷ୍ପାଞ୍ଜଳି ପଣ୍ଡା
  • ସଫଳା ଦାସ
  • ସୁଶ୍ରୀ ପ୍ରମିଳା ସିଂହ
  • ନିରୁପମା ପଣ୍ଡା
  • ଲଳିତ ମୋହନ ରାୟ
  • ରବୀନ୍ଦ୍ର ନାଥ ସେନାପତି
  • କୁଞ୍ଜ ବିହାରୀ ସାହୁ
  • ଧନଞ୍ଜୟ ସ୍ୱାଇଁ
  • ମଦନମୋହନ ମିଶ୍ର
  • ପାରମିତା ଷଡ଼ଙ୍ଗୀ
  •  ସୁସ୍ମିତା ମିଶ୍ର ପତି
  • ଅଭିମନ୍ୟୁ ସାହୁ
  • ଡଃ ସନ୍ତୋଷ କୁମାର ପଣ୍ଡା
  • ଅମୃତନାରାୟଣ ଶତପଥୀ
  • ଡ଼ାକ୍ତର ଅଶୋକ କୁମାର ସେଠୀ
  • ମାନ ଗୋବିନ୍ଦ ବାରିକ୍
  • ପୁରୁଷୋତ୍ତମ ସିଂହ ସାମନ୍ତ
  • ସୁଧୀର ମେହେର
  • କୈଳାସ ଚନ୍ଦ୍ର ପଣ୍ଡା
  • ଶ୍ରୀମତୀ ସୁଚିତ୍ରା ନାୟକ
  • ବିଶ୍ୱଜିତ୍ ଦାସ
  • ଅସିତ କୁମାର ପଟ୍ଟନାୟକ
  • ନିଧି ସାହୁ
  • ତନ୍ମୟ କିଶୋର ଦାସ
  • ବିନୋଦିନୀ ଗଉଡ
  • ଅଶୋକ କୁମାର ନାଥ
  • ରତିକାନ୍ତ ବେହେରା
  • ନିରଞ୍ଜନ ପତି
  • ସୁଜାତା ଦାଶ
  • ଶ୍ରୀକାନ୍ତ ପଣ୍ଡା
  • ତରୁନବାଳା ମହାପାତ୍ର
  • ଐଶ୍ୱର୍ଯ୍ୟା ପ୍ରଧାନ
  • ଶିଶିର ପରିଡ଼ା
  • ସନାତନ ମହାକୁଡ଼
  • ସାଗରୀକା ମଲ୍ଲିକ
  • ଶୁଭମ ବେହେରା
  • ସନ୍ଦୀପ୍ କୁମାର ସାମଲ
  • ସୁଶ୍ରୀ ନିବେଦିତା ସ୍ୱାଇଁ
  • ସୁରେନ୍ଦ୍ର ମହାପାତ୍ର
  • ଜ୍ଯୋତ୍ସ୍ନା ସିଂହ
  • ଦିଲୀପ କୁମାର ମହାନ୍ତି
  • ଲକ୍ଷ୍ମୀପ୍ରିୟା ରାଉତରାୟ
  • ଶୁଭଶ୍ରୀ ମହାପାତ୍ର
  • ଅର୍ଚ୍ଚନା ଆଚାର୍ଯ୍ୟ
  • କମଳିନୀ ସେନାପତି
  • ଡଃ ସରସୀ ରାଣୀ ନାୟକ
  • ସ୍ମୃତିରେଖା ମଲ୍ଲିକ୍
  • ମାନସୀ ଦାସ
  • ସୁରେଶ ଚନ୍ଦ୍ର ପାଢୀ
  • ବାସନ୍ତୀ ଲତା ଜେନା
  • ସତ୍ୟନାରାୟଣ ପ୍ରଧାନ
  •  ଜୟନ୍ତୀ ଜେନା
  • ସ୍ଵର୍ଣଲତା ରାଉତ
  • ରଶ୍ମିତା ରାଉତ
  • ବାସୁଦେବ ବଡ଼ୁ
  • ଦିଲିପ କୁମାର ମିଶ୍ର
  • ଡକ୍ଟର ସ୍ୱର୍ଣ୍ଣପ୍ରଭା ଖଟୁଆ
  • ସରୋଜ କୁମାର ଓଝା
  • ରଶ୍ମୀ ଦଳାଇ
  • ଅଭିପ୍ସା ପ୍ରିୟଦର୍ଶିନୀ
  • ଯଶୋବନ୍ତ ପ୍ରଧାନ
  • ରାଜଶ୍ରୀ ପରିଡା
  • ସୁମିତ୍ରା ପ୍ରଧାନ
  • ଦୁର୍ଯ୍ୟୋଧନ ସାହୁ
  • ଅନନ୍ୟା ଅନିନ୍ଦିତା ଶତପଥି 
  • ଚିରସ୍ମିତା ଯେନା
  • ଆୟୁଷ୍ମତୀ ମହାରଣା
  • ସଂଯୁକ୍ତା ଦାଶ
  • ନମିତା ପଟ୍ଟନାୟକ
  • ମନିଷା ସାହୁ
  • ଡକ୍ଟର ବସନ୍ତ କୁମାରୀ ନନ୍ଦ
  • ଉଷାରଣୀ ପତି
  • ଶ୍ରୀନିବାସ ପଣ୍ଡା,
  • ମିନାକ୍ଷୀ ଦ୍ବିବେଦୀ
  • ଅନିମା ପରିଡା
  • ବିକ୍ରମ ମହାନ୍ତି
  • ଲିଙ୍ଗରାଜ ଦାଶ
  • ପ୍ରଭତୀ ରାଣୀ ମହାନ୍ତି
  • ସଂଗ୍ରାମ କେଶରୀ ବେହେରା
  • ସୁରଥ କୁମାର ରାଉତ
  • ମନସ୍ଵିନୀ ବାରିକ୍
  • ନିତୁ ସାହୁ
  • ରଞ୍ଜନ ବେହେରା
  • ଅପର୍ଣ୍ଣା ସେଠୀ
  • ସୌଭାଗ୍ୟ ଦାଶ
  • ବିବେକାନନ୍ଦ ଷଡ଼ଙ୍ଗୀ
  • ପ୍ରଭାସିନି ସାହୁ
  • ମନୋରଞ୍ଜନ ପଣ୍ଡା
  • ସ୍ନିଗ୍ଧା ମିଶ୍ର
  • ସୁଷମା ମଞ୍ଜରୀ ଦାଶ
  • ଗିରିଧାରୀ ବେହେରା
  • କୃଷ୍ଣଚନ୍ଦ୍ର ମହାପାତ୍ର
  • ଗୀତାଞ୍ଜଳି ପୃଷ୍ଟି


ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ

ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I  ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୫ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I


ପ୍ରିଣ୍ଟ କପି କେମିତି କରିବେ

ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୫୦/- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I


    

ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I 


ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I 




Previous Next

نموذج الاتصال