Complete Agarbati Monthly Pack II କମ୍ପ୍ଲିଟ ଅଗରବତୀ ମାସିକିଆ ପ୍ୟାକ


କମ୍ପ୍ଲିଟ ଅଗରବତୀ ମାସିକିଆ ପ୍ୟାକ, ଯାହା ଏକ ଈଶ୍ୱରୀୟ ସୁଗନ୍ଧ ଆପଣଙ୍କ ଆଧ୍ୟାତ୍ମିକ ରୀତିନୀତିକୁ ବଢାଇବ ଏବଂ ଆଖପାଖରେ ଶାନ୍ତି ଆଣିବା ପାଇଁ ପ୍ରସ୍ତୁତକରାଯାଇଛି  | ଏଥିରେ ରହିଛି ଧୂପ, ଝୁଣା, ପୂଜା ଘିଅ, ବଳିତା, ଦିଆସିଲି, ନକୁଳଦାନା, ଦୀପ ଷ୍ଟାଣ୍ଡ, କର୍ପୁର ଓ ନିର୍ମାଲ୍ୟ ଯାହା ଧ୍ୟାନ, ପ୍ରାର୍ଥନା ଏବଂ ଆପଣଙ୍କ ଘର କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଶାନ୍ତ ପରିବେଶ ସୃଷ୍ଟି ପାଇଁ ଉପଯୁକ୍ତ ଅଟେ |







କେମିତି ଅର୍ଡର କରିବେ 

ଏହି ଅଗରବତୀ ଉଭୟ ATN Store ଏବଂ Amazon ରେ ଉପଲବ୍ଧ ଅଟେ I 

ଏହାକୁ ଯଦି ATN Store ୱେବ ସାଇଟରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଉପର ଫଟୋ କିମ୍ବା  ତଳେ ଦିଆଯାଇଥିବା Click to Order in ATN Store ରେ କ୍ଲିକ କରନ୍ତୁ I ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହାର ମୂଲ୍ୟ ୨୦ ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I 




କିମ୍ବା ଯଦି ଏହାକୁ Amazon ୱେବ ସାଇଟରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazon ରେ କ୍ଲିକ କରନ୍ତୁ I 



Previous Next

نموذج الاتصال