ସୂଚନା ଅଧିକାର ଏବଂ ପଞ୍ଚାୟତ ଆଇନ ଓ ଯୋଜନା ଟ୍ରେନିଙ୍ଗ

 



ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ:

  1. ସରକାରୀ ତଥ୍ୟ ପ୍ରାପ୍ତିର ଅଧିକାର (RTI) ବିଷୟରେ ସଚେତନତା ସୃଷ୍ଟି କରିବା।
  2. ନାଗରିକମାନେ RTI ଆବେଦନ କିପରି କରିବେଏହାର ପ୍ରଶିକ୍ଷଣ ଦେବା।
  3. ପଞ୍ଚାୟତର କାର୍ଯ୍ୟପ୍ରଣାଳୀ, ଆଇନ ଅଧିକାର ବିଷୟରେ ଜ୍ଞାନ ଦେବା।
  4. ଗ୍ରାମ ସଭା ପଲ୍ଲୀ ସଭାରେ ଜନ-ଅଂଶଗ୍ରହଣ ବଢ଼ାଇବା।
  5. ସରକାରୀ ଯୋଜନାମାନଙ୍କ ବିବରଣୀ, ଲାଭଭୋଗୀ ଚୟନ ପ୍ରକ୍ରିୟା ନିୟମ ଜଣାଇବା।
  6. ଦୁର୍ନୀତି ଦମନ, ସ୍ପଷ୍ଟତା (Transparency) ଏବଂ ଦାୟୀତ୍ୱବାହୀତା ବଢ଼ାଇବା।
  7. ଗ୍ରାମୀଣ ନାଗରିକମାନଙ୍କୁ ନିଜ ଅଧିକାର ନ୍ୟାୟ ପ୍ରାପ୍ତିରେ ସଶକ୍ତ କରିବା।
  8. Social Audit Community Monitoring ବିଷୟରେ ଜ୍ଞାନ ଦେବା।
  9. ପଞ୍ଚାୟତର ବିକାଶ ଯୋଜନା (GPDP) ପ୍ରସ୍ତୁତିରେ ଲୋକଙ୍କ ସକ୍ରିୟ ଭୂମିକା ସୃଷ୍ଟି କରିବା।
  10. ଗ୍ରାମ ଉନ୍ନତିରେ ନାଗରିକ-କେନ୍ଦ୍ରିତ ଶାସନ ପ୍ରତିଷ୍ଠା କରିବା।

📚 କ’ଣ ଶିଖିବେ?

  •  RTI (Right to Information Act)

    1. RTI କଣ? — ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ
    2. କେଉଁମାନେ RTI ଦେଇପାରିବେ?
    3. କାହାକୁ ଦେବେ? — PIO, APIO, FAA
    4. RTI କିପରି ଲେଖିବେ?
    5. ସମୟସୀମାକେତେ ଦିନରେ ଉତ୍ତର
    6. RTI ଖର୍ଚ୍ଚଫିସ୍
    7. ପ୍ରଥମ ଏବଂ ଦ୍ୱିତୀୟ ଆପିଲ୍ ପ୍ରକ୍ରିୟା
    8. କଣ RTI ରେ ପଚାରିପାରିବେ କାହିଁକି ନୁହେଁ — Exceptions
    9. ଏକ ଉଦାହରଣ RTI Application
    10. Online/Offline RTI Filing Methods
    11. ଲୋକଙ୍କ ବିକାଶରେ RTI ଭୂମିକା
  • ପଞ୍ଚାୟତ ରାଜ ଆଇନ & Governance

    1. Gram Sabha ଏବଂ Palli Sabha ଶକ୍ତି
    2. ଜନ-ଅଂଶଗ୍ରହଣ — Planning ପ୍ରକ୍ରିୟା
    3. ପଞ୍ଚାୟତରାଜ ବ୍ୟବସ୍ଥା
    4. ବାର୍ଷିକ ଯୋଜନା / GPDP କିପରି ପ୍ରସ୍ତୁତ
    5. Social Audit — ଲୋକଙ୍କ ଅଧିକାର
    6. Panchayat ଆର୍ଥିକ ପ୍ରଶାସନ — Revenue Sources
    7. ଜନ ସମସ୍ୟା ଦାଖଲ ପ୍ରକ୍ରିୟା
    8. ଗ୍ରାମ ବିକାଶରେ ଲୋକଙ୍କ ଭୂମିକା
  • 🧩 ପଞ୍ଚାୟତ ସମ୍ପର୍କିତ ସରକାରୀ ଯୋଜନାମାନେ

    1. MGNREGA
    2. PMAY-G
    3. Jal Jeevan Mission
    4. Swachh Bharat Mission
    5. National Social Assistance Programme (Pension)
    6. Odisha State Rural Livelihood Mission (Mission Shakti)
    7. Rural Infrastructure Projects
    8. Beneficiary Selection Process — Transparency


💰 Training Fee: ₹499/- ପ୍ରତି ବ୍ୟକ୍ତି (ଅନଲାଇନ)
⏳ Duration: 3 Day Intensive Session
📍 Mode: ଅନଲାଇନ - Zoom/Google Meet କିମ୍ବା ଅଫଲାଇନ - ନିଜ ସ୍ଥାନରେ ଯେଉଁଠି ଦଶ ଜଣରୁ ଅଧିକ ପିଲା ଏକାଠି ହେବେ

 

ଏହି ପ୍ରଶିକ୍ଷଣରେ କିପରି ଜଏନ କରିବେ:

ଏହି ପ୍ରଶିକ୍ଷଣ ବା ତାଲିମର ଅନଲାଇନ କାର୍ଯ୍ୟକ୍ରମରେ ଜଏନ କରିବା ପାଇଁ ନିମ୍ନ ଜଏନ ନାଓ ବଟମରେ କ୍ଲିକ କରନ୍ତୁ I ଏହା Razor Pay ଏକାଉଣ୍ଟ୍ କୁ ନେଇଯିବସେଠାରେ ଆପଣଙ୍କ ହ୍ୱାଟ୍ସଆପ ନମ୍ବର  -ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣାପିନ କୋର୍ଡଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ଆପଣଙ୍କୁ ଅନଲାଇନ ଟ୍ରେନିଙ୍ଗର ଲିଙ୍କ ଏବଂ ସମୟ ହ୍ୱାଟ୍ସଆପ  ଇମେଲ କରିଦିଆଯିବ I ଅଫଲାଇନ ଟ୍ରେନିଂ ପାଇଁ ଆପଣ ସିଧାସଳଖ ଯୋଗାଯୋଗ କରିପାରିବେ I


ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି କିମ୍ବା ଅଧିକ କିଛି ଜାଣିବାର ଅଛି ତେବେ ଏହି ନମ୍ବର(9238568825)ରେ ହ୍ୱାଟ୍ସଆପ ବା ଯୋଗାଯୋଗ କରନ୍ତୁ I 


ଏହି କାର୍ଯ୍ୟକ୍ରମରେ ଜଏନ୍ କରିବାକୁ ତଳେ "ଜଏନ୍ ନାଓ ବକ୍ସ" ରେ ବା ଉପର ଫଟୋରେ କ୍ଲିକ୍ କରନ୍ତୁ 


نموذج الاتصال