Self_Employment Books



ଏବେ ଏହି ଦୁଇଟି  ବହିକୁ ଆପଣ ଏକା ସାଙ୍ଗରେ ଅର୍ଡର କଲେ ଆପଣାକୁ ଡ଼ିସକାଉଣ୍ଟ ମିଳିବ I  

ଏହି ପାଞ୍ଚଟି ବହି ହେଲା 

  • ପାର୍ଟ ଟାଇମ କାମ 
  • ବିଜିନେସ ଆଇଡ଼ିଆ ପ୍ରସ୍ତୁତି ଓ ସଫଳତା


ଉଭୟ ଏହାର ପିଡିଏଫ ଏବଂ ପ୍ରିଣ୍ଟ କପି ଉପରେ ଆପଣଙ୍କୁ ଡ଼ିସକାଉଣ୍ଟ ଦିଆଯିବ 


ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ

ଏହି ପାଞ୍ଚଟି ବହିର ପିଡିଏଫ କପିର ମୂଲ୍ୟ ୧୫୦ ଟଙ୍କା ଏବେ ଆପଣ  ୧୨୦ ଟଙ୍କା ଦେଇ ଏହି ପାଞ୍ଚଟି ବହିର ପିଡିଏଫ ମଗାଇ ପାରିବେ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I



ପ୍ରିଣ୍ଟ କପି କେମିତି କରିବେ

ଏହି ପାଞ୍ଚଟି ବହିର ପ୍ରିଣ୍ଟ କପିର ମୂଲ୍ୟ ୩୯୦ ଟଙ୍କା ଏବେ ଆପଣ ୩୫୦ ଟଙ୍କା ଦେଇ ଏହି ପାଞ୍ଚଟି ବହିର ପ୍ରିଣ୍ଟ କପି ମଗାଇ ପାରିବେ ଏବଂ ଏଥିରେ ଆପଣଙ୍କୁ ଡେଲିଭରି ଚାର୍ଜ ମଧ୍ୟ ଫ୍ରି ରହିବ I  ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I 










نموذج الاتصال