ସମ୍ପୂର୍ଣ୍ଣ ବାସ୍ତୁଶାସ୍ତ୍ର (ଘର, ଶୟନକକ୍ଷ ଏବଂ ଅଫିସ ପାଇଁ)

ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ. 

ଏହି ବହିରେ ରହିଛି  

ସୁଖ ଓ ସୌହାର୍ଦ୍ଦ୍ୟ ପାଇଁ ଗୃହ ଡିଜାଇନ

·       ବାସଗୃହ ପାଇଁ ଭୂମି ଚୟନ

·       ଗୃହର ପରିକଳ୍ପନା 

·       ପାଚେରୀ ନିର୍ମାଣ

·       ଘରର ନକ୍ସା 

·       ମୁଖ୍ୟଦ୍ୱାର

·       ରୋଷେଇ ଘର

·       ଶୟନ କକ୍ଷ

·       ପୂଜା କୋଠରୀ

·       ବାଥରୁମ ଏବଂ ଶୌଚାଳୟ

·       ସେପ୍ଟିକ ଟାଙ୍କି 

·       ଡ୍ରେନେଜ୍

·       ପାଣିଟାଙ୍କି

·       ବାରଣ୍ଡା

·       ପଢ଼ାଘର

·       ଶିଢ଼ିଘର

·       ଡ୍ରଇଂରୁମ

·       ଉପର ମହଲା  

·       ଗ୍ୟାରେଜ୍ 

 ପ୍ରେମ, ଖୁସି ଓ ସୋହାର୍ଦ୍ଦ୍ୟ ପାଇଁ ଶୋଇବା ଘର ଡ଼ିଜାଇନିଂ

  • ଶୋଇବା ଘରର ଦିଗ
  • ମୁରବୀଙ୍କ ଶୋଇବା ଘର
  • ବେଡ୍ କେମିତି ଓ କେଉଁଠି ରହିବ?
  • ଦମ୍ପତି ବା ପତିପତ୍ନୀଙ୍କ ବେଡ୍ ବ୍ୟବସ୍ଥା 
  • ଶୋଇବାର ଦିଗ 
  • ଦର୍ପଣ କେଉଁଠି ରହିବ?
  • ଶୋଇବା ଘରେ କାନ୍ଥ ଘଣ୍ଟା
  • ଶୋଇବା ଘରେ କେଉଁ ଜିନିଷ ରଖିବେ ନାହିଁ? 
  • ଶୟନ କକ୍ଷର ରଙ୍ଗ
  • ସେଣ୍ଟ୍ ବା ସୁଗନ୍ଧର ବ୍ୟବହାର 
  • ଭଲ ନିଦ ପାଇଁ ଟିପ୍ସ୍ 
  • ଶୋଇବା ଘର ପାଇଁ ସର୍ବୋତ୍ତମ ଗଛ 
  • ଆଟାଚ୍ ବାଥରୁମ୍
  • କବାଟ ଓ ଝରକାର ସ୍ଥାନ
  • ଆଲମାରୀ ଓ ଥାକ ରହିବାର ରହିବାର ସ୍ଥାନ 
  • ଦାମ୍ପତ୍ୟ ପ୍ରେମକୁ ମଜବୁତ କରିବା ପାଇଁ ଟିପ୍ସ୍ 
  • ଶୋଇବା ଘରେ କ'ଣ କରିବେ ନାହିଁ

ଧନ ଓ ସମୃଦ୍ଧି ପାଇଁ ଅଫିସ ଡ଼ିଜାଇନିଂ
  • ଅଫିସ୍ / କାରଖାନା ପାଇଁ ଜମି 
  • ଅଫିସ୍ ର ପ୍ରବେଶ / ମୁଖ୍ୟ ଦ୍ୱାର 
  • ସ୍ୱାଗତ କକ୍ଷ ବା ରିସିପସନ  
  • ମାଲିକ / ନିର୍ଦ୍ଦେଶକଙ୍କ ଚାମ୍ବର 
  • ଅନ୍ୟ ମାନଙ୍କ ବସିବାର ବ୍ୟବସ୍ଥା
  • ଡେସ୍କ ଏବଂ ଟେବୁଲ୍ 
  • ଆକାଉଣ୍ଟ୍ ବିଭାଗ 
  • ସମ୍ମିଳନୀ କକ୍ଷ / ସଭା ଗୃହ 
  • ଅଫିସରେ ୱାଶରୁମ୍ 
  • ଅଫିସରେ କ୍ୟାଣ୍ଟିନ ପାଇଁ ଟିପ୍ସ 
  • ଅଫିସ ପାଇଁ ରଙ୍ଗ 
  • ଅଫିସରେ ଉଦ୍ଭିଦ ରଖିବା 
  • ଅଫିସ ସାଜସଜା ପାଇଁ ଟିପ୍ସ
  • ଘରେ ଅଫିସ ବା ୱାର୍କ ଫ୍ରମ ହୋମ ପାଇଁ ବାସ୍ତୁ ଟିପ୍ସ

ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ
ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I  ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୫୦ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I

ପ୍ରିଣ୍ଟ କପି କେମିତି କରିବେ

ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୨୦ଟଙ୍କା ରଖାଯାଇଛି (ପୋଷ୍ଟାଲ କିମ୍ବା କୋରିୟର ଚାର୍ଜକୁ ମିଶାଇ), ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I



ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I 



ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I 








Previous Next

نموذج الاتصال