ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I
ଆଜିର ଦ୍ରୁତ ଗତିଶୀଳ ଏକାଡେମିକ୍ ପରିବେଶରେ, ତୀକ୍ଷ୍ଣ ସ୍ମରଣଶକ୍ତି ରହିବା ସଫଳତାର ଚାବିକାଠି ଅଟେ । ପରୀକ୍ଷା ହେଉ ଅବା ନୂତନ ବିଷୟଗୁଡିକୁ ଆୟତ୍ତ କରିବା ହେଉ କିମ୍ବା ହୋମୱାର୍କ ଅବା କୌଣସି ସୂଚନା ମନେରଖିବା ଯାହା ତୁମର ଦକ୍ଷତା ଏବଂ ଏକାଡେମିକ୍ ଯାତ୍ରାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଜନ୍ମରୁ କେହି କେହି ଅଧିକ ସ୍ମରଣଶକ୍ତି ସମ୍ପନ୍ନ ହୋଇପାରିଥାଆନ୍ତି କିନ୍ତୁ ଏହା ଏକ ଦକ୍ଷତା ଯାହା ସଠିକ୍ କୌଶଳ ଏବଂ ଅଭ୍ୟାସ ସହିତ ବିକଶିତ ଏବଂ ଉନ୍ନତ ହୋଇପାରିବ । ଏହି ପୁସ୍ତକ, ଯାହା ତୁମର ସ୍ମରଣଶକ୍ତି ଉନ୍ନତି ଏବଂ ମସ୍ତିଷ୍କର ପୂର୍ଣ୍ଣ ସମ୍ଭାବନାକୁ ଖୋଲିବା ପାଇଁ ତୁମର ମାର୍ଗଦର୍ଶକ ହୋଇପାରିବ ।
ବିଦ୍ୟାଳୟ ଏବଂ କଲେଜ ଛାତ୍ରମାନଙ୍କ ପାଇଁ ବିଶେଷ ଭାବରେ ଡିଜାଇନ୍ ହୋଇଥିବା ଏହି ପୁସ୍ତକ ପ୍ରାଚୀନ ଜ୍ଞାନକୁ ଆଧୁନିକ ବିଜ୍ଞାନ ସହିତ ମିଶ୍ରଣ କରି ଆପଣଙ୍କୁ ସ୍ମରଣଶକ୍ତି ବୃଦ୍ଧି ପାଇଁ ଏକ ବିସ୍ତୃତ ଆଭିମୁଖ୍ୟ ପ୍ରଦାନ କରିପାରିବ । ବୌଦ୍ଧିକ ଅଭ୍ୟାସ, ଯୋଗ, ପ୍ରାଣାୟାମ, ଏବଂ ଆୟୁର୍ବେଦିକ ପ୍ରତିକାର ସହିତ ଆପଣ ପାରମ୍ପାରିକ ଭାରତୀୟ ପଦ୍ଧତି ଏବଂ ବୈଜ୍ଞାନିକ ଅନୁସନ୍ଧାନ ଗୁଡିକ ପାଇପାରିବେ, ଯାହା ମନକୁ ତୀକ୍ଷ୍ଣ କରିବା ପାଇଁ ଶତାବ୍ଦୀ ଧରି ବ୍ୟବହୃତ ହୋଇଆସୁଛି ।
ଏହି ପୁସ୍ତକଟି କେବଳ ଟିପ୍ସ ଏବଂ ସୂଚନା ସଂଗ୍ରହଠାରୁ ଅଧିକ ଅଟେ, ଏହା ଏକ ବ୍ୟବହାରିକ ଗାଇଡ୍ ଯାହା ସହଜ-ପ୍ରୟୋଗ କୌଶଳରେ ପରିପୂର୍ଣ୍ଣ, ଯାହାକୁ ତୁମେ ଦୈନଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିପାରିବ । ଅଧ୍ୟୟନ ଅଧିବେଶନରେ ଧ୍ୟାନର ଉନ୍ନତି ଠାରୁ ଆରମ୍ଭ କରି ପରୀକ୍ଷା ସମୟରେ ମନେରଖିବା କଳାକୁ ଆୟତ୍ତ କରିବା ପର୍ଯ୍ୟନ୍ତ, ମେମୋରୀ ପାୱାର୍ ଉନ୍ନତି ଆପଣଙ୍କୁ ଏକାଡେମିକ୍ ଏବଂ ଅନ୍ୟ କ୍ଷେତ୍ରରେ ସଫଳ ହେବା ପାଇଁ ଆବଶ୍ୟକ କରୁଥିବା ଉପକରଣଗୁଡ଼ିକ ସହିତ ପରିଚିତ କରାଇବ ।
ଏହି ବହିରେ ଯେଉଁ ଲେଖକ ଲେଖିକା ମାନଙ୍କର ସ୍ଥାନ ପାଇଛି
- ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ମରଣଶକ୍ତିର ଗୁରୁତ୍ୱ
- ସ୍ମରଣଶକ୍ତି କ’ଣ?
- ମାନବ ମସ୍ତିଷ୍କ ଏକ ବିଦ୍ୟୁତ୍ ବ୍ୟାଟେରୀ
- ମସ୍ତିଷ୍କ ଏକ ଅଲୌକିକ ଓ ଅଦ୍ଭୂତ ଚଚନା
- ସାମଗ୍ରିକ ଶିକ୍ଷାବ୍ୟବସ୍ଥା ଓ ଭାରତୀୟ ପରମ୍ପରା
- ଶିକ୍ଷକମାନଙ୍କ ଦଣ୍ତ ବିଧାନ ଛାତ୍ର ଛାତ୍ରୀଙ୍କ ପାଇଁ ବରଦାନ
- ଭାରତୀୟ ବୈଦିକ ଗୁରୁକୁଳ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ
- ପାଠ ପଢିବା ପାଇଁ ପରିବେଶ
- ପିଲାଙ୍କ ଭବିଷ୍ୟତ ନିର୍ମାଣରେ ପିତାମାତା ଏବଂ ଶିକ୍ଷକଙ୍କ ଭୂମିକା
- ବ୍ରହ୍ମଚର୍ଯ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନିହାତି ଆବଶ୍ୟକ
- ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡେଲି ରୁଟିନ୍
- ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିଷ୍ଟାଚାର
- ସଫଳତା ଯେକେହି ବି ହାସଲ କରିପାରିବେ
- ନିଜକୁ ଜାଣିବା ଏବଂ ଲକ୍ଷ୍ୟ, ଯୋଜନା ଓ କାର୍ଯ୍ୟ
- ସକାରାତ୍ମକ ଏବଂ ନକାରାତ୍ମକ ଭାବନାର ପ୍ରଭାବ
- ହସ ଦ୍ଵାରା ମାନସିକ ସ୍ଵାସ୍ଥ୍ୟର ବିକାଶ
- ବୁଦ୍ଧି ବଢାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଦାଇତ୍ୱ
- ସ୍ମରଣଶକ୍ତି ବଢାଇବା ପାଇଁ - ଏକାଗ୍ରତା
- ସ୍ମରଣଶକ୍ତି ବଢାଇବା ପାଇଁ - ଅଭ୍ୟାସ
- ସ୍ମରଣଶକ୍ତି ବଢାଇବା ପାଇଁ - ଆକ୍ୟୁପ୍ରେସର୍
- ସ୍ମରଣଶକ୍ତି ବଢାଇବା ପାଇଁ - ମୁଣ୍ଡର ଯତ୍ନ
- ସ୍ମରଣଶକ୍ତି ବଢାଇବା ପାଇଁ - ଭ୍ରାମରୀ ପ୍ରାଣାୟାମ
- ସ୍ମରଣଶକ୍ତି ବଢାଇବା ପାଇଁ - ଯୋଗାସନ
- ସ୍ମରଣଶକ୍ତି ବିକାଶ ପାଇଁ ଆଧୁନିକ ଅନୁସନ୍ଧାନ
- ଡିଜିଟାଲ୍ ଉପକରଣ: ଲାଭ ଏବଂ ସମ୍ଭାବ୍ୟ କ୍ଷତି
- ସ୍ମରଣଶକ୍ତି ବଢାଇବା ପାଇଁ - ଖାଦ୍ୟ
- ସ୍ମରଣଶକ୍ତି ବଢାଇବା ପାଇଁ - ଆୟୁର୍ବେଦିକ ଉପଚାର
- ପାଠ ପଢିବା ସମୟରେ କିଛି ଜାଣିବା କଥା
- ପରୀକ୍ଷାକୁ ଯିବା ପୂର୍ବରୁ କେତେକ ଜାଣିବା କଥା
ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ
ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍ ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୫୦ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I
ପ୍ରିଣ୍ଟ କପି କେମିତି କରିବେ
ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୩୫/- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I
ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I
ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I