ବ୍ୟବସାୟରେ ସଫଳତା ପାଇବାର ଉପାୟ

ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲ୍ କୁ ମେଲ୍ ହୋଇଯିବ I 

ଫଟୋ ବା ଲିଙ୍କ ରେ କ୍ଲିକ କରନ୍ତୁ , ପେମେଣ୍ଟ କରନ୍ତୁ, ଅନଲାଇନ ଅର୍ଡର କରନ୍ତୁ ଏବଂ ଡାଉନଲୋଡ କରନ୍ତୁ

ଏହି ବହିରେ ରହିଛି 

  • ନିଜକୁ ଓ ପରିସ୍ଥିତିକୁ ତର୍ଜମା କରନ୍ତୁ, 
  • ନିଜର ଦକ୍ଷତା ଓ କ୍ଷମତା କ'ଣ ଜାଣନ୍ତୁ, 
  • ସମ୍ବଳ ର ସଦୁପଯୋଗ, 
  • ପ୍ରତିକୂଳ ପରିସ୍ଥିତି ର ମୁକାବିଲା, 
  • ବ୍ୟବସାୟ ଚୟନ, ମାର୍କେଟ୍ ସର୍ଭେ, 
  • ଖର୍ଚ୍ଚ ଅଟକଳ, ଅଫିସ୍, 
  • ଫ୍ୟାକ୍ଟ୍ରି ବା ବ୍ୟବସାୟ ପାଇଁ ସ୍ଥାନ, 
  • ସଂସ୍ଥା ର ନାମ କରଣ, 
  • ଆବଶ୍ୟକ ରେଜିଷ୍ଟ୍ରେସନ୍ ଓ ଲାଇସେନ୍ସ, 
  • ଅଫିସ୍ ସେଟ୍ ଅଫ୍, 
  • ଅଫିସ୍ ପାଇଁ ନିୟମ,
  • ବିଜ୍ଞାପନ, ପ୍ରଚାର ପ୍ରସାର ଓ ମାର୍କେଟିଙ୍ଗ୍, 
  • ସୋସିଆଲ୍ ମିଡ଼ିଆ ପ୍ରମୋସନ୍, 
  • ବି-ଟୁ-ବି ଲିଙ୍କ୍(B2B link), 
  • ରେକର୍ଡ୍ ମେଣ୍ଟେନ୍, ଗ୍ରାହକ ସେବା,
  • ଲକ୍ଷ୍ୟ, ଯୋଜନା ଓ କାର୍ଯ୍ୟ, 
  • ସଞ୍ଚୟ ଏବଂ ବିନିଯୋଗ, 
  • ସଫଳତା ପାଇବାର ପାଞ୍ଚୋଟି ଗୁଣ, 
  • ଅସଫଳ ହେବାର ଆଠ ଟି କାରଣ, 
  • ସୁନ୍ଦର ଭବିଷ୍ୟତ ର ସ୍ବପ୍ନ ଦେଖ, 
  • ନିଜ କ୍ଷେତ୍ରରେ ବିଶେଷଜ୍ଞ ହୁଅ, 
  • ପ୍ରତିବନ୍ଧକ କୁ ସ୍ୱାଗତ କରନ୍ତୁ, 
  • ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏ ପ୍ରୟାସ, 
  • ସଫଳତା କେହି ବି ପାଇପାରେ, 
  • ସଫଳ ବ୍ୟକ୍ତିଙ୍କ ଉଦାହରଣ



ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 




Previous Next

نموذج الاتصال