କିଛି ପ୍ରେମ କିଛି ବ୍ୟଥା (ପ୍ରେମ, ଓ ବିରହର କବିତା )

ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I 


ମୋତେ ଲାଗେ ପ୍ରେମ ଏବଂ ବ୍ୟଥା ଦୁଇଟି ଯାକ ଯେମିତି ପରିପୂରକ ଅଟନ୍ତି । ଯଦି, ପ୍ରେମ ଶାଶ୍ୱତ ଏବଂ ଚିରନ୍ତନ ହୁଏ, ତେବେ କେଉଁଠି ନା କେଉଁଠି ବ୍ୟଥା ମଧ୍ୟ ତା’ ସହତ ଲୁଚି ରହିଥାଏ । ପ୍ରେମ ପାଇବାର ଆନନ୍ଦ ଦିଏ ଏବଂ ବ୍ୟଥା ଦୁରେଇ ଯିବାର ଭୟ, ହୁଏତ ଏଥିପାଇଁ ଜୀବନ ସୁନ୍ଦର ଏବଂ ରଙ୍ଗୀନ ଲାଗେ । କେବେ କେବେ ପାଇବାର ଆନନ୍ଦ ଠାରୁ ହରାଇବାର ବ୍ୟଥା ଅଧିକ ହୋଇଯିବା ପରି ଲାଗେ, ତଥାପି ମଣିଷ ପ୍ରେମ କରିବସେ । ଏମିତି କିଛି ପ୍ରେମ ଏବଂ ବ୍ୟଥାକୁ ନେଇ ମୋର ଏହି କବିତା ସଂକଳନ" କିଛି ପ୍ରେମ କିଛି ବ୍ୟଥା", ଆଶା ଆପଣ ମାନଙ୍କ ହୃଦୟକୁ ଛୁଇଁବ ।

ଏହି ବହିରେ ନିମ୍ନ କବିତା ଓ ସାୟରୀ ମାନ ରହିଛି 

  • ପ୍ରତୀକ୍ଷା
  • ଆଉ ତାପରେ
  • ପ୍ରେମ ତ କରିଛି କିଛି ବେପାର କରିନି
  • ଜାଣିଛି ଏକ ତରଫା ପ୍ରେମ ମୋର ନଥିଲା
  • ପଶ୍ଚାତାପ ତ ତୁମକୁ ଥିବ
  • ମୋ ବିନା ତୁମ ଜୀବନରେ ଅବଶୋଷ ତ ଥିବ
  • ମୁଁ ଧୋକାବାଜ କେବେ ନଥିଲି
  • ମନ କହୁଛି କେହି ଜଣେ ଥାଆନ୍ତା କି
  • ତୁମ ପରି ଏଠି ଯେତେକ ଝିଅ
  • ତୁମର ଆଉ ମୋ ଭିତରେ ମାତ୍ର ତଫାତ ଏତିକି
  • ଆଜି ପୁଣି ମୁଁ ତା'ର ମନେ ପଡ଼ିଗଲି
  • କିଛି ହିସାବ ଏବେ ବାକି ରହିଛି
  • ପ୍ରେମିକ ନୁହେଁ ସେ ବାଦଶାହା ଟିଏ
  • ତୁମେ ଯିବା ପରେ କେମିତି ଅଛି
  • ସେ ଲୁହ ର ମୂଲ୍ୟ
  • ଆଜି ପୁଣି ଏକ କବିତା ତୁମ ନାଁରେ ଲେଖୁଛି
  • କେତେ ସୁନ୍ଦର ଭାବରେ ସେ ମିଛ କହୁଥିଲା
  • ମୁଁ ଓ ମୋ ନୀରବତା 
  • ମୋ ଭିତରେ ଖୋଜନା ମୋଠୁ ଦୁରେଇ ଯିବାର ବାହାନା
  • ତୁମେ ଦେଇଥିବା ଉପହାର ଏବେ ତୁମ ନାଁ ରେ କରୁଛି 
  • ସେ ଝିଅର ଚେହେରା ମୋ ଆଖିରେ ନାଚୁଛି
  • ତୁମ ପ୍ରେମ ପାଇଁ
  • ତୁମେ ଆଗ ପରି ହୋଇ ଯାଅନା
  • ଜଣାନାହିଁ କେଉଁ ଜନ୍ମର ରାଗ ସେ ସୁଝାଉଥିଲା
  • ଏ ସବୁ ସେହି ଦିନର କଥା ଥିଲା
  • ତୁମେ, ମୁଁ ଆଉ ଆମ ସମ୍ପର୍କ
  • ଚାହିଁଥିଲେ ମୁଁ ବହୁତ କିଛି କରିପାରିଥାନ୍ତି
  • ଦିନେ ମୋ X ' ର ଫୋନ ଆସିଲା
  • ପ୍ରେମ ସେଦିନ ର
  • ଫେରାଇଦେ ମୋ ପୁରୁଣା ଦିନ
  • ଯଦି ତୁମେ ନାହଁ 
  • କିଛି ଚିତ୍ର,ତୁମେ ଆଉ ମୁଁ 
  • ଚାଲ ପଳେଇଯିବା 
  • ବିରହ 
  • ଆମ ପାଖ ଗାଁ ଝିଅ
  • ସ୍ଵପ୍ନରଣୀ 
  • କେଡେ ସୁନ୍ଦର ମୋ ପ୍ରିୟା ର ଗାଁ 
  • ତୁମେ ଗଲା ପରେ 
  • ପ୍ରେମିକା ଆଉ ତା ସମ୍ପର୍କୀୟ ମାନେ 
  • ତୁମ ସହ ଦେଖା ହେବ 
  • ତୁମେ ଥିଲେ ସବୁ ବେଶୀ ଭଲ ଲାଗେ 
  • କେମିତି ସେ ସବୁ ଭୁଲି ଯାଇଥାନ୍ତି 
  • ମୁଁ ତୁମର ପ୍ରିୟ କବି ତୁମେ ମୋର କବିତା 
  • ଏ ପାଗଳ ସବୁଦିନ ତୁମର ରହିବ 
  • ପ୍ରେମିକା ମାନେ ଗୋଟେ ଗୋଟେ ଅଭେଦ ସୂତ୍ର 
  • ଶେଷ ଦେଖା 
  • ମନରେ ଘଣ୍ଟି ନ ବାଜିବ
  • ସ୍ଵପ୍ନରଣୀ 
  • ଯେତେ ଭୁଲେଇବ ମୁଁ ସେତେ ମନେ ପଡିବି
  • ପ୍ରିୟତମା 
  • ପ୍ରେମ ଓ ବିବାହ 
  • କିଛି ସମ୍ପର୍କ 
  • ଯଦି ମୁଁ ନଥିବି ଆଉ ମୋ ଫଟୋ ଥିବ 
  • ମଜା କିଛି ଅଲଗା 
  • ତୁଠ ପଥର 
  • ତୋ ପାଦ ଘୁଙ୍ଗୁର 
  • କାହିଁକି ସବୁବେଳେ ଏମିତି ଏମିତି ଲାଗୁଥାଏ
  • ଏଇ ତ ସମ୍ପର୍କ 
  • ବିତି ଯାଇଥିବା ଦିନ 
  • କାହିଁକି ଏମିତି ହୁଏ 
  • ଅଭିମାନ 
  • ମନ ଜମା ଆଉ ବୁଝେନା 
  • ଆସ ଗୋ ସଜନୀ 
  • ଶେଷ ଭାଷା - ୧ 
  • ଶେଷ ଭାଷା- ୨ 
  • ସମ୍ପର୍କ ଆଉ ଯନ୍ତ୍ରଣା - ୧ 
  • ସମ୍ପର୍କ ଆଉ ଯନ୍ତ୍ରଣା - ୨ 
  • ତୁମ ଆକର୍ଷଣ ଅବୁଝା ମୋ ମନ 
  • ବିତି ଯାଇଥିବା ଦିନ 
  • ସନ୍ଧ୍ୟା ଆସଇ ଅତୀତକୁ ନେଇ
  • ନକହିଲେ ତୁମେ ବୁଝି ଯାଉଥିବ
  • ଆଉ ସେ ଭୁଲ କରିବାର ନାହିଁ 
  • ଆଉ କିଛି ନାଁ ଦେଇଥାଆନ୍ତି
  • ପ୍ରେମ ତ କରିଛି କିଛି ବେପାର କରିନି 
  • ଯନ୍ତ୍ରଣାର କଷ୍ଟ 
  • ମୁଁ ଏମିତି 
  • କିଛି ପ୍ରେମ କିଛି ବ୍ୟଥା
  • ସେଥି ପାଇଁ ଗର୍ବ କରୁଛି 

ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ

ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I  ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୫ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I    

ପ୍ରିଣ୍ଟ କପି କେମିତି କରିବେ

ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I  ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୩୫/- ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I

 

ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I 


ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I 






Previous Next

نموذج الاتصال