ବେଦ ଅନୁସାରେ ଦିନଚର୍ଯ୍ୟା

ଏହି ବହିଟିକୁ ଅର୍ଡର କରିବା ପାଇଁ ଏହି ଫଟୋ ରେ କ୍ଲିକ କରନ୍ତୁ 

ଏହି ବହିରେ ରହିଛି -  ବେଦ, ପୁରାଣ ଓ ଶାସ୍ତ୍ରରୁ  ସଂଗୃହିତ କିଛି ସୁସ୍ଥ ରହିବାର କିଛି ସ୍ୱର୍ଣ୍ଣିମ ସୂତ୍ର 

  • ସ୍ୱାସ୍ଥ୍ୟ ବିଷୟରେ ବେଦ ଓ ଆଧୁନିକ ମନ୍ତବ୍ୟ 
  • ଯୋଗ,ଆୟୁର୍ବେଦ, ରାମାୟଣ,ମହାଭାରତ,ଉପନିଷଦ, ବେଦ ଆଦିରେ ସ୍ୱାସ୍ଥ୍ୟ ଶ୍ଳୋକ ଓ ଏହାର ବ୍ୟାଖ୍ୟା 
  • ବେଦ ଅନୁସାରେ ଦିନଚର୍ଯ୍ୟା 
  • ବେଦ ଓ ଶାସ୍ତ୍ର ଅନୁସାରରେ ଶଯ୍ୟା ତ୍ୟାଗ, ଦାନ୍ତ ଘଷିବା, ମାଲିସ, ବ୍ୟାୟାମ, ପ୍ରାତଃ ଭ୍ରମଣ
  • ବେଦ ଓ ଶାସ୍ତ୍ର ଅନୁସାରରେ ମଳତ୍ୟାଗ, ସ୍ନାନ, ପୋଷାକ ଓ ବସ୍ତ୍ର ପରିଧାନ 
  • ବେଦ ଓ ଶାସ୍ତ୍ର ଅନୁସାରରେ ଆତ୍ମବୋଧ ସାଧନା,ପୁସ୍ତକ ପଠନ
  • ବେଦ ଓ ଶାସ୍ତ୍ର ଅନୁସାରରେ ଖାଦ୍ୟର ମହତ୍ୱ  ଓ ଖାଦ୍ୟର ପ୍ରକାର 
  • ବେଦ ଓ ଶାସ୍ତ୍ର ଅନୁସାରରେ ଭୋଜନ, କଣ ଖାଇବା, କେତେ ଖାଇବା, କେବେ ଖାଇବା 
  • ବେଦ ଓ ଶାସ୍ତ୍ର ଅନୁସାରରେ ରାତ୍ରିଚର୍ଯ୍ୟା ଓ ଶୟନ 
  • ବେଦ ଓ ଶାସ୍ତ୍ର ଅନୁସାରରେ ରୋଗ ପାଇଁ ପଥ୍ୟ ଓ ଅପଥ୍ୟ


ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 



Previous Next

نموذج الاتصال