ସୁସ୍ଥ ରହିବାର ସ୍ୱର୍ଣ୍ଣିମ ସୂତ୍ର (ମହର୍ଷି ବାଗଭଟ ଙ୍କ ପ୍ରଣୀତ ଓ ରାଜୀବ ଦୀକ୍ଷିତ ଙ୍କ ପ୍ରବଚନରୁ ସଂଗୃହିତ)

ଏହି ବହିଟିକୁ ଅର୍ଡର କରିବା ପାଇଁ ଏହି ଫଟୋ ରେ କ୍ଲିକ କରନ୍ତୁ 

ଏହି ବହିରେ ରହିଛି - ମହର୍ଷି ବାଗଭଟ ଙ୍କ ପ୍ରଣୀତ ଓ ରାଜୀବ ଦୀକ୍ଷିତ ଙ୍କ ପ୍ରବଚନରୁ ସଂଗୃହିତ କିଛି ସୁସ୍ଥ ରହିବାର କିଛି ସ୍ୱର୍ଣ୍ଣିମ ସୂତ୍ର ବିଷୟରେ.

ଏଥିରେ ରହିଛି 

  • ଭୋଜନ ପ୍ରସ୍ତୁତି କେମିତି ଓ କିପରି କରିବା ଦରକାର 
  • ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ବାସନ ବ୍ୟବହାର କରିବା ଦରକାର 
  • ପ୍ରେସର କୁକର ଓ ଫ୍ରିଜ ର ଆବଶ୍ୟକତା କେତେ କରିବେ 
  • ଅଧିକ ପୋଷକତତ୍ୱ ପାଇଁ କିପରି ରୋଷେଇ ହେବା ଜରୁରୀ 
  • ଖାଦ୍ୟ ପ୍ରସ୍ତୁତି ହେବାର କେତେ ସମୟ ମଧ୍ୟରେ ଖାଇବା ଦରକାର 
  • ଖାଦ୍ୟ ରୋଷେଇ ହେବାର 24 ଘଣ୍ଟା ପରେ ଖାଇଲେ କଣ ହେବ 
  • ପ୍ରକୃତି ଅନୁକୂଳ ବ୍ୟାୟାମ ଓ ଜୀବନ ଜାପାନ କେମିତି କରିବେ 
  • ଭୋଜନ ପ୍ରକ୍ରିୟାକୁ କେମିତି ଠିକ ରଖିବେ 
  • କେଉଁ କେଉଁ ଜିନିଷ ଏକା ସାଙ୍ଗରେ ଖାଇବା କଥା ନୁହେଁ 
  • ପାଣି କିପରି ଓ କେମିତି ପିଇବେ 
  • ଶରୀରରେ ବାତ, ପିତ୍ତ ଓ କଫ ପ୍ରକୃତି କୁ କେମିତି ଠିକ ରଖିବେ 
  • ଶିଶୁ, ଯୁବକ, ପୌଢ ଓ ବୟସ୍କ ମାନଙ୍କ ପାଇଁ କିପରି ଦିନଚର୍ଯ୍ୟା ହେବା ଦରକାର 
  • ଶରୀରରେ ଆସୁଥିବା ବେଗ-ହାଇ , ଛିଙ୍କ, ମୂତ୍ର ଓ କାମ କୁ ରୋକିଲେ କି କ୍ଷତି ହେବ 



ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 



Previous Next

نموذج الاتصال