କର୍ମଫଳ ଓ ସୁଖ ଦୁଃଖର କାରଣ


 ଏହି ପୁସ୍ତକରେ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କର୍ମର ଗହନ ଗତି ଉପରେ ବିଚାର କରାଯାଇଛି । ଆମେ ଯାହା କିଛି ଫଳ ଭୋଗ କରୁ ତାହା ଆମର କର୍ମ ଯୋଗୁ ହିଁ ମିଳିଥାଏ । କର୍ମଫଳ ସମ୍ବନ୍ଧୀୟ ଜିଜ୍ଞାସୁ ମାନଙ୍କ ଜିଜ୍ଞାସା ସମଧାନରେ ଏହି ପୁସ୍ତକ କେତେକାଂଶ ରେ ଅବଶ୍ୟ ସହାୟକ ହେବ । 
ଏହି ବହିରେ ଆଲୋଚନା କରାଯାଇଛି - 
  • କପାଳ ଲିଖନର ପରିକଳ୍ପନା ଓ ଆଧୁନିକ ଗବେଷଣା, 
  • ବାହ୍ୟମନ ଓ ଅନ୍ତମନ ର ସ୍ଵଭାବ ଓ ପରିଣାମ, 
  • ତିନି ପ୍ରକାର କର୍ମର ବ୍ୟାଖ୍ୟା, 
  • ତିନି ଦୁଃଖ ଓ ତାହାର କାରଣ, 
  • ଆକସ୍ମିକ ସୁଖଦୁଃଖ କ'ଣ, 
  • ପାପ କ’ଣ ସବୁ ଦୁଃଖର କାରଣ 
  • ଆମେ କିପରି ଆମ ସଂସାରର ନିର୍ମାତା ଅଟୁ 

ଏହି ବିଷୟର ମୂଳଲେଖା ତପୋନିଷ୍ଠ ପ. ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ୱାରା କରାଯାଇଛି । ଏହାର ପାଠକୀୟ ଆଦୃତି କୁ ଦୃଷ୍ଟିରେ ରଖି କେବଳ ମୋ ଦ୍ୱାରା ସୁନ୍ଦର ଉପସ୍ଥାପନା କରାଯିବାର ପ୍ରୟାସ କରାଯାଇଛି । ଆଶା ଏହି ବିଷୟ ଗୁଡିକ କର୍ମଫଳ ଉପରେ ଥିବା କିଛି ଜିଜ୍ଞାସା ର ସମାଧାନ ଆଣିବ ।



ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍
    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ. କିମ୍ବା ଏହି ନମ୍ବରରେ(9238568825) ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 


Previous Next

نموذج الاتصال