ମହିଳା ସମିତି ଓ ରୋଜଗାର ପନ୍ଥା

ଏହି ବହିରେ ରହିଛି 

  • ମହିଳା ସମିତି ସଦସ୍ୟଙ୍କ ପାଇଁ ବିଭିନ୍ନ ରୋଜଗାର ପନ୍ଥା 
  • ଏହି ବିଷୟରେ କେଉଁଠୁ ତାଲିମ୍ ପାଇବେ 
  • ଅଗରବତୀ ବା ଧୂପ ତିଆରି , ଫିନାଇଲ ପ୍ରସ୍ତୁତି 
  • ସାବୁନ ଓ ଡିଟରଜେଣ୍ଟ ତିଆରି
  • କସମେଟିକ୍ ଉଦ୍ୟୋଗ, ନେଲପାଲିସ ତିଆରି
  • ଦେହଲଗା ବାସନା ପାଉଡର ତିଆରି, ବିଉଟି ଲୋସନ୍ ତିଆରି
  • ବିଭିନ୍ନ ପ୍ରକାର ଖାଦ୍ୟ ସଂବନ୍ଧୀୟ ଉଦ୍ୟୋଗ 
  • ଆଚାର କରିବା ପ୍ରଣାଳୀ
  • ବିଭିନ୍ନ ପ୍ରକାର ବଡ଼ି ଉଦ୍ୟୋଗ
  • ଵିଭିନ୍ନ ପ୍ରକାର ପାମ୍ପଡ଼ ତିଆରି , ଵିଭିନ୍ନ ପ୍ରକାର ମୁଡୁକି ତିଆରି 
  • ବିଭିନ୍ନ ପ୍ରକାର ଚିପସ ଉଦ୍ୟୋଗ
  • ନୁଡୁଲସ ଉଦ୍ୟୋଗ , ଆମ୍ବସଢା ପ୍ରସ୍ତତି 
  • ଜାମ୍ ଆଉ ଜେଲି ଉଦ୍ୟୋଗ, ଚକଲେଟ୍ ଓ ଟଫି ଉଦ୍ୟୋଗ
  • ମସଲା ଉଦ୍ୟୋଗ
  • ଦାନ୍ତ ମଞ୍ଜନ ଉଦ୍ୟୋଗ
  • ମହମବତୀ ଉଦ୍ୟୋଗ
  • ପୂଜା ପାଇଁ କର୍ପୂର
  • ଅଫିସ୍ ସରଞ୍ଜାମ, ଚକଖଡି ଉଦ୍ୟୋଗ


 ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍

    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.    
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ. କିମ୍ବା ଏହି ନମ୍ବରରେ(9238568825) ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ. 


Previous Next

نموذج الاتصال