ମାର୍କେଟିଙ୍ଗ

 

ଏହି ବହିରେ ରହିଛି      
  • ବ୍ୟବସାୟରେ ମାର୍କେଟିଙ୍ଗ କ’ଣ?
  • ବ୍ୟବସାୟରେ ମାର୍କେଟିଙ୍ଗର ମହତ୍ୱ କ’ଣ?
  • ମାର୍କେଟିଙ୍ଗର ଲକ୍ଷ୍ୟ କ’ଣ?
  • ମାର୍କେଟିଙ୍ଗରେ ୪ଟି P କ'ଣ?
  • ମାର୍କେଟିଙ୍ଗ କିପରି ଆପଣଙ୍କର ବ୍ୟବସାୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ?
  • ବିଭିନ୍ନ ପ୍ରକାର ମାର୍କେଟିଙ୍ଗ କୌଶଳ 
  • ୱାର୍ଡ-ଅଫ୍-ମାର୍କେଟିଙ୍ଗ 
  • ରିଲେସନସିପ ମାର୍କେଟିଙ୍ଗ 
  • ଅଫଲାଇନ୍ ମାର୍କେଟିଙ୍ଗ 
  • ଇ-ମାର୍କେଟିଙ୍ଗ ବା ଅନଲାଇନ ମାର୍କେଟିଙ୍ଗ
  • ଉତ୍ପାଦନର ବିକ୍ରୟ
  • ଅପଲାଇନ ବିକ୍ରୟ ବା ପାରମ୍ପାରିକ ଉତ୍ପାଦ ବିକ୍ରୟ 
  • B2B (ବ୍ୟବସାୟ-ରୁ-ବ୍ୟବସାୟ) ମାର୍କେଟିଂ ଏବଂ B2C (ବ୍ୟବସାୟରୁ ଉପଭୋକ୍ତା) ମାର୍କେଟିଂ
  • ଅନଲାଇନ ସେଲ ବା ଇ-କମର୍ସ
  • ଅନଲାଇନ କୌଣସି ଜିନିଷକୁ ବିକ୍ରି କରିବାକୁ କ'ଣ ଆବଶ୍ୟକ
  • ଅନଲାଇନ ନେଣଦେଣ ପାଇଁ ପେମେଣ୍ଟ ଗେଟୱେ ପ୍ଲାଟଫର୍ମ 
  • ୱେବ ପେଜ ବା ଲାଣ୍ଡିଙ୍ଗ ପେଜ ବା ସୋସିଆଲ ମିଡ଼ିଆ ପେଜ 
  • ଅନଲାଇନ୍ ମାର୍କେଟପ୍ଲେସ୍
  • ଜି.ଇ.ଏମ୍ (ସରକାରୀ ଇ-ମାର୍କେଟପ୍ଲେସ୍) 
  • ନିଜର ୱେବ ସାଇଟ ବା ଲ୍ୟାଣ୍ଡିଙ୍ଗ ପେଜ୍ 
  • ଜିନିଷ ଗ୍ରାହକ ପାଖରେ ପହଞ୍ଚାଇବା ପାଇଁ କୋରିଆର ସର୍ଭିସ


ଅର୍ଡର୍ ଓ ଡାଉନଲୋଡ୍ ପ୍ରୋସେସ୍

    ଏହା ଏକ ଇ-ବୁକ୍ ଅଟେ, ଏହାକୁ ଅର୍ଡର୍ କରିବାକୁ ତଳ ଫଟୋ ରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍  ଆପଣଙ୍କ ମୋବାଇଲ୍ ରେ ସୋ- କରିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ ଏବଂ ୩୬ଘଣ୍ଟା ମଧ୍ୟରେ ଏହାର ଲାଇଫ୍ ଟାଇମ୍ ଆକ୍ସେସ୍ ଲିଙ୍କ୍ ଆପଣଙ୍କ ଇ-ମେଲ୍ କୁ ମେଲ୍ ହୋଇଯିବ.    
     ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଯୋଗାଯୋଗ କରନ୍ତୁ. କିମ୍ବା ଏହି ନମ୍ବରରେ(9238568825) ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ. ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହି ର ଡାଉନଲୋଡ ଲିଙ୍କ୍ ଆପଣଙ୍କୁ ପଠାଇ ଦିଆଯିବ.



Previous Next

نموذج الاتصال