ଏହି ବହିଟି ଉଭୟ ପ୍ରିଣ୍ଟ କପି ଏବଂ ଇ-ବୁକ୍(pdf) ମାଧ୍ୟମରେ ଉପଲବ୍ଧ ଅଟେ I
"ଅଧୁରା କାହାଣୀ" ପ୍ରେମ ଓ ବିଛେଦକୁ ନେଇ ରଚିତ ଏକ ଖୁବ ସୁନ୍ଦର କାହାଣୀମାଳା । ଯେଉଁଥିରେ ୨୯ଟି ସୁନ୍ଦର କାହାଣୀ ସ୍ଥାନ ପାଇଛି । ଜୀବନର ଏମିତି କିଛି ଘଟଣା ଯାହା କୌଣସି ନା’ କୌଣସି ସମୟରେ ମୋତେ ଛୁଇଁ ଯାଇଛି, ଆନ୍ଦୋଳିତ କରିଛି, ଶିହରୀତ କରିଛି ଏବଂ ଦୋହଲାଇ ଦେଇଛି ମୋ ଶରୀରର ଖମ୍ବ ଆଉ ଖିଲାଣକୁ । ଏହି ସବୁ ଘଟଣାକୁ ସଜାଡି ଗଳ୍ପର ପରିଚୟ ଦେବା ଏତେ ସହଜ ନଥିଲା । ତଥାପି କାହାଣୀର ମାଧୁର୍ଯ୍ୟତା ଏବଂ ନାୟିକାଙ୍କୁ ଯଥା ସମ୍ଭବ ମର୍ଯ୍ୟାଦା ଦେଇ ଏହାକୁ ସୁନ୍ଦର କରିବାର ପ୍ରୟାସରେ କିଛି ଅଳଙ୍କାରିକ ଶବ୍ଦକୁ ଯୋଡି ଦିଆଯାଇଛି । କାହାଣୀର ଶାଳୀନତାକୁ ଯଥେଷ୍ଟ ବଜାୟ ରଖିବାକୁ ଯାଇ ଘଟିଥିବା ଅନେକ ଅସଙ୍ଗତ ଓ ଯନ୍ତ୍ରଣା ଦାୟକ ପ୍ରସଙ୍ଗକୁ ଏଥିରେ ସ୍ଥାନିତ କରାଯାଇନାହିଁ । ଭଲକୁ ଖୁବ ଭଲ ଏବଂ ଖରାପକୁ ଯଥା ସମ୍ଭବ କମ୍ କରି ଦର୍ଶାଯାଇଛି । ଯାହା ଆପଣଙ୍କୁ ନିଶ୍ଚିନ୍ତ ଆନନ୍ଦ ଦେବ ।
ଏହି ବହିରେ ସ୍ଥାନିତ କାହାଣୀ
୧.ସ୍କୁଲବାଲା
ଲଭ୍
୨.
ପ୍ରଥମ ଚିଠି
୩.
ଅପ୍ରତ୍ୟାଶିତ
୪.
ଅପବାଦ
୫.
ଅଧୁରା କାହାଣୀ
୬.
କିଏ ସୁନ୍ଦର
୭.
ସେହି ନାଲି ଓଢଣୀ
୮.
ପ୍ରଥମ ନାୟିକା
୯.
ଅଚାନକ
୧୦.
ବହୁମୂଲ୍ୟ ନାଟକ
୧୧. ଭାଷା ବାଦଲ
୧୨.
ନୀଳକଇଁ
୧୩.
ଅକୁହା କଥା
୧୪.
ପଣତକାନି
୧୫.
ନିଃସର୍ତ୍ତ ସମ୍ପର୍କ
୧୬. ଅଭିଯୋଗ
୧୭. ପଶ୍ଚତାପ
୧୮. ଭାଲେଣ୍ଟାଇନ୍ ଡେ’
୧୯. ଶୁଭ ସଙ୍କେତ
୨୦. ଖେଳ ଖେଳରେ
୨୧. ଅସହ୍ୟ ସମ୍ପର୍କ
୨୨. ପ୍ରତାରଣା
୨୩. ଏମିତି ଏକ ସମ୍ପର୍କ
୨୪. ଅନିଶ୍ଚିନ୍ତ ପ୍ରତୀକ୍ଷା
୨୫. ଟାଇମ୍ ପାସ୍
୨୬. ସମର୍ପଣ
୨୭. ମିଛ ପ୍ରେମ
୨୮. ସୁରକ୍ଷିତ ଦୂରତା
୨୯. ଅବୁଝା କାହାଣୀ
ପିଡିଏଫ କପି ବା ଇ-ବୁକ୍
ଅର୍ଡର୍ ଓ ଡାଉନଲୋଡ୍ କେମିତି କରିବେ
ଏହି ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କଲେ ଏହାର pdf ଫର୍ମାଟ ମୋବାଇଲରେ ଡାଉନଲୋଡ୍ ହୋଇଯିବ ଏବଂ ୩୬ଘଣ୍ଟା ମଧ୍ୟରେ ଇ-ମେଲକୁ ମେଲ୍ କରିଦିଆଯିବ I ଏହାକୁ ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ ଏବଂ ତୁରନ୍ତ ଏହାର pdf ଫର୍ମାଟ୍ ଆପଣଙ୍କ ମୋବାଇଲରେ ସୋ- କରିବ ବା ଦେଖାଯିବ, ଏବେ ଏହାକୁ ଆପଣ ଡାଉନଲୋଡ୍ ଓ ସେଭ୍ କରିପାରିବେ I ୩୬ଘଣ୍ଟା ମଧ୍ୟରେ ଆପଣଙ୍କ ଇମେଲକୁ ଏହାର ପିଡିଏଫ କପି ଆକ୍ସେସ୍ ଲିଙ୍କ୍ ମେଲ୍ କରିଦିଆଯିବ I ଏହି ବହିର ପିଡିଏଫ କପି ବା ଇ-ବୁକ୍ ମୂଲ୍ୟ ୩୫ଟଙ୍କା ରଖାଯାଇଛି I ବହିର ପିଡିଏଫ କପି ବା ଇ-ବୁକ୍ ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପିଡିଏଫ କପିକୁ ଆପଣ ଅର୍ଡର କରିପାରିବେ I
ପ୍ରିଣ୍ଟ କପି କେମିତି କରିବେ
ଏହି ବହିର ପ୍ରିଣ୍ଟ କପି ଅର୍ଡର୍ କଲେ, ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏଏହି ବହିର ପ୍ରିଣ୍ଟ କପି ଅର୍ଡର୍ କରିବାକୁ ତଳ ଫଟୋରେ କ୍ଲିକ୍ କରନ୍ତୁ, ଏହା Razor Pay ଏକାଉଣ୍ଟ୍ କୁ ନେଇଯିବ, ସେଠାରେ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇ.ଡି ସମ୍ପୂର୍ଣ୍ଣ ଠିକଣା, ପିନ କୋର୍ଡ, ଜିଲ୍ଲାର ନାମ ଦେଇ next ରେ କ୍ଲିକ୍ କଲେ ପେମେଣ୍ଟ୍ ହୋଇଯିବ I ଏହାପରେ ବହିଟି ଆପଣଙ୍କ ପାଖକୁ କୋରିୟର କିମ୍ବା ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପଠାଇଦିଆଯିବ I ଏହି ବହିର ପ୍ରିଣ୍ଟ କପିର ମୂଲ୍ୟ ୧୪୫/-ଟଙ୍କା ରଖାଯାଇଛି, ଏଥିରେ ଆଉ କୌଣସି ପୋଷ୍ଟାଲ କିମ୍ବା କୋରିୟର ଚାର୍ଜ ଆପଣାକୁ ଏକ୍ସଟ୍ରା ଦେବାକୁ ପଡିବ ନାହିଁ I ବହିର ବହିର ପ୍ରିଣ୍ଟ କପି ଅର୍ଡର୍ କରିବା ପାଇଁ ତଳେ ଦିଆଯାଇଥିବା ଫଟୋରେ କ୍ଲିକ କଲେ ଏହି ବହିର ପ୍ରିଣ୍ଟ କପିକୁ ଆପଣ ଅର୍ଡର କରିପାରିବେ I
ଯଦି ଅନଲାଇନ୍ ପେମେଣ୍ଟ୍ କରିବାରେ କୌଣସି ଅସୁବିଧା ହେଉଛି ତେବେ 9238568825 ଏହି ନମ୍ବରରେ ଫୋନ୍ ପେ, ଗୁଗୁଲ୍ ପେ ବା ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିପାରିବେ I ପେମେଣ୍ଟ କରିସାରିବା ପରେ ପେମେଣ୍ଟ୍ ସ୍ଲିପ୍, ବହିର ନାମ ଓ ଆପଣଙ୍କ ଇ-ମେଲ ଆଇ.ଡ଼ି, ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବର ରେ ହ୍ଵାଟ୍ସଆପ୍ କରିଲେ ମଧ୍ୟ ବହିର ଡାଉନଲୋଡ ଲିଙ୍କ୍ କିମ୍ବା ପ୍ରିଣ୍ଟ କପି ଯାହା ଅର୍ଡର କରିଥିବେ ତାହା ଆପଣଙ୍କୁ ପଠାଇ ଦିଆଯିବ I
ଏହି ବହିଟି Amazonରେ ମଧ୍ୟ ଉପଲବ୍ଧ ଅଟେ I ଯଦି amazonରୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା Click to Order in Amazonରେ କ୍ଲିକ କରନ୍ତୁ I